• ସରିଲା ପାଟକୁରା ନିର୍ବାଚନ ମତଦାନ: ଭୋଟିଂ ୭୦ ପ୍ରତିଶତ ଟପିଲା

    ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଏହା ଜାରି ଥିଲା। ୭୦ ପ୍ରତିଶତ ମତଦାନ ଅତିକ୍ରମ କରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସନ୍ଧ୍ୟା ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଛି। ସେ କହିଛନ୍ତି, ମତଦାନ ସୁଚାରରୂପେ ଶେଷ...
  • ପାଟକୁରା ନିର୍ବାଚନ: ୩ଟା ସୁଧା ୬୧% ମତଦାନ

    କେନ୍ଦ୍ରାପଡା:ଦିନ ୩ଟା ସୁଧା ପାଟକୁରାରେ ୬୧ ପ୍ରତିଶତ ମତଦାନ ହୋଇଛି । ଅନେକ ବୁଥରେ ମହିଳା ଏବଂ ଯୁବ ଭୋଟର ମତଦାନ କରୁଥିବା ଦେଖିବାକୁ ମିଳିଛି ।ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।  କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀରେ ଆଜି ମତଦାନ ଅନୁଷ୍ଠିତ ହେଉଛି । ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ମେସିନ୍‌ରେ ତ୍ରୁଟି ଦେଖା ଯିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ...
  • ପାଟକୁରା ନିର୍ବାଚନ: ଦିନ ଗୋଟାଏ ସୁଦ୍ଧା ୪୨% ମତଦାନ

    ଭୁବନେଶ୍ୱର :  ପାଟକୁରା ବିଧାନସଭା ଆସନ ପାଇଁ ଆଜି ମତଦାନ ଚାଲିଛି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ଚାଲିଛି। ଦିନ ଗୋଟାଏ ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି । ସକାଳ ୯ଟା ସୁଦ୍ଧା ୧୨ ପ୍ରତିଶତ ମତଦାନ ହୋଇଥିଲା ବେଳେ  ଦିନ୧୧ଟା ସୁଦ୍ଧା...
  • ପାଟକୁରାରେ ନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୨% ମତଦାନ

    ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନ ଲାଗି ଆଜି ମତଦାନ ଚାଲିଛି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ଚାଲିଛି। ମତଦାତାମାନେ ଲମ୍ବା ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି । ତେବେ ସକାଳ ୯ଟା ସୁଦ୍ଧା ମାତ୍ର ୧୨ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି।...
  • କର୍ଣ୍ଣାଟକ ରାଜନୀତି: ସନ୍ଧ୍ୟା ୬ଟା ସୁଦ୍ଧା ଆସ୍ଥା ଭୋଟ ଶେଷ କରିବାକୁ ନୂତନ ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟପାଳ

    ବେଙ୍ଗଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀଙ୍କ ଆସ୍ଥା ଭୋଟକୁ କେନ୍ଦ୍ର କରି ବିଧାନସଭାରେ ଚାଲିଥିବା ହାଇଡ୍ରାମା ଶେଷ ହେବାର ନାଁ ନେଉନାହିଁ। ରାଜ୍ୟପାଳ ବାଜୁଭାଇ ବାଲା ଗତ ରାତିରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ନିକଟକୁ ଏକ ପତ୍ର ଲେଖି ଆଜି ଅପରାହ୍ଣ ସାଢ଼େ ଗୋଟାଏ ସୁଦ୍ଧା ଆସ୍ଥା ଭୋଟ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଆସ୍ଥାଭୋଟ ଉପରେ ଚାଲିଥିବା ଆଲୋଚନା ଶେଷ ନହେବା ପର୍ଯ୍ୟନ୍ତ ଭୋଟ ଗ୍ରହଣ...
  • ଯୁବ ବର୍ଗଙ୍କୁ ବିଜେପିର ଆଖି

    -ବିଧିବଦ୍ଧ ଅଭିଯାନ ଓ ଏହାର ଯୋଜନା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତା ବୈଠକରେ ଚୂଡାନ୍ତ -ବିଜେପିକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଯୁବମୋର୍ଚ୍ଚା ତର‘ରୁ ରାଜ୍ୟର ସବୁ ଅଂଚଳ ସମାଜର ସବୁ ବର୍ଗର ଯୁବଗୋଷ୍ଠୀକୁ ଦଳରେ ସାମିଲ ପାଇଁ ବିଶେଷ ଯୋଜନା -୨୬ ଜୁଲାଇ କାର୍ଗିଲ ବିଜୟ ଦିବସ ଏବଂ ୯ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସାରା ରାଜ୍ୟରେ ବୁଥସ୍ତର ପର୍ଯ୍ୟନ୍ତ ଅଭିଯାନକୁ କରାଯିବ ଜୋରଦାର – ବିଜେପିର...
  • ବାଚସ୍ପତି ମହୋଦୟ,ମନ୍ତ୍ରୀ ଭୁଲ କହିଛନ୍ତି ବିବରଣୀରୁ ବାଦ୍ ଦିଅନ୍ତୁ, ନହଲେ ଗୃହକୁ ଆସିବିନି : ପ୍ରଦୀପ ମହାରଥୀ

    ବିଷ ଓଗାଳିଲେ ମହାରଥୀ : ବିଧାନସଭାରେ ମନ୍ତ୍ରୀ – ପୂର୍ବତନ ମନ୍ତ୍ରୀଙ୍କ ବିବାଦର ଏପିସୋଡ-୨ ଭୁବନେଶ୍ବର : ବିଧାନସଭାରେ ମନ୍ତ୍ରୀ – ପୂର୍ବତନ ମନ୍ତ୍ରୀଙ୍କ ବିବାଦର ଆଜିଥିଲା ପାର୍ଟ ଟୁ ଏପିସୋଡ । ଗତକାଲି କୃଷି ବିଭାଗର ଉତ୍ତର ରଖିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଉତ୍ତରରେ  ଘାଇଲା ମହାରଥୀ ଆଜି ବିଧାନସଭାରେ ବିଷ ଓଗାଳିଥିଲେ । କହିଥିଲେ ଅର୍ଥମନ୍ତ୍ରୀ ତାଙ୍କ ପ୍ରଶ୍ନର ଉତ୍ତରରେ ଯେଉଁ ତଥ୍ୟ ରଖିଛନ୍ତି ତାହା...
  • ପାଟକୁରା ପ୍ରଚାରର ଶେଷ : ବର୍ଷାରେ ଭିଜି ଭିଜି ପ୍ରଚାର କଲେ ମନ୍ତ୍ରୀ ପ୍ରତାପ ଜେନା

    କେନ୍ଦ୍ରାପଡା : ଆଜି ପାଟକୁରା ନର୍ବାଚନ ପ୍ରଚାରର ଶେଷ ଦିନ । ଶେଷ ଦିନରେ ୩ ଦଳର ପ୍ରଚାର ଜମୁଛି । ସଂଧ୍ୟା ୬ଟାରେ ସରୁଛି ପ୍ରଚାର । ତେଣୁ ଶେଷ ଦିନରେ ଭୋଟରଙ୍କ ମନ ଜିଣିବାକୁ ଜି ଜାନ ଲାଗାଇ ଦେଇଛନ୍ତି ସବୁ ଦଳର ପ୍ରାର୍ଥୀ । ଜୁଲାଇ ୨୦ରେ ପାଟକୁରା ବିଧାନସଭା ଆସନରେ ମତଦାନ ହେବ। ଡୋରଟୁ ଡୋର ବୁଲି ଭୋଟ୍ ହାତେଇବା ପାଇଁ ଚେଷ୍ଟା...
  • ଉପାସ ଅଛନ୍ତି ମହାରଥୀ !

    ଭୁବନେଶ୍ୱର: ବାଧିଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଥା | ଏଥିପାଇଁ କାଲିଠାରୁ ଖାଇନାହାଁନ୍ତି ପିପିଲି ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀ | ନିଜେ ଏନେଇ ଖୁଲାସା କରିଛନ୍ତି ପ୍ରଦୀପ ମହାରଥୀ | ଘଟଣାଟି କିଛି ଏହିପରି | ବୁଧବାର ଗୃହରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ପ୍ରଦୀପ ମହାରଥୀ କେତେଗୋଟି ବହୁମୁଖୀ ଶୀତଳ ଭଣ୍ଡାର ଅଛି ବୋଲି ପ୍ରଶ୍ନ କରିଥିଲେ | ସେଥିମଧ୍ୟରୁ...