Browsing Category

ଦେଶ-ବିଦେଶ

ଲକ୍ ଡାଉନ୍ ରେ ବିଲରେ କାମ କରିପାରିବେ କୃଷକ

ନୂଆଦିଲ୍ଲୀ: କୋରୋନା ଯୋଗୁଁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଥିବାବେଳେ କୃଷକମାନେ ନିଜ ବିଲରେ କାମ କରିପାରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ଏଥିନିମନ୍ତେ ଖୁବ୍ ଶୀଘ୍ର ନୀତି ନିୟମ ଲାଗୁ କରାଯିବ ବୋଲି ଏକ…
Read More...

ଦେଶରେ ୮୭୩ ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୧୯ ମୃତ

ନୂଆଦିଲ୍ଲୀ: ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଆକ୍ରାନ୍ତଙ୍କ ମଧ୍ୟରେ ବିଦେଶୀ ନାଗରିକ ବି ସାମିଲ ଥିବା…
Read More...

ଇଟାଲୀରେ କୋରୋନା ଯୋଗୁଁ ଗୋଟିଏ ଦିନରେ ଗଲା ୧୦୦୦ ଜୀବନ

ରୋମ: ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । କୋରୋନାର କେନ୍ଦ୍ର ପାଲଟିଥିବା ଇଟାଲୀରେ ପ୍ରତିଦନ ମୃତ୍ୟୁର ସଂଖ୍ୟା ବଢିଚାଲିଛି । ଏହି ମହାମାରୀ ଯଦି କୌଣସି ଦେଶରେ ଅଧିକ ପ୍ରଭାବ ପକାଇଥାଏ, ତେବେ ସେ ଦେଶ ହେଉଛି ଇଟାଲୀ ।…
Read More...

ସାମ୍ନାକୁ ଆସିଲା କୋରୋନା ଭାଇରସ୍ ଚିତ୍ର

ନୂଆଦିଲ୍ଲୀ: ପୁନେର ବୈଜ୍ଞାନିକମାନେ କୋରୋନା ଭାଇରସର ଫଟୋ ଲୋକଲୋଚନା କରାଇଛନ୍ତି । ଭାରତରେ ପ୍ରଥମେ ୨୦୨୦ ଜାନୁଆରି ୩୦ ତାରିଖ ଦିନ ଲାବ୍ରୋଟରି ଦ୍ୱାରା ନିଶ୍ଚିତ କରାଯାଇଥିବା ଅଭିନବ କରୋନାଭାଇରସ୍ ଆକ୍ରାନ୍ତ ମହିଳାଙ୍କ…
Read More...

ଓଡିଶା ସମେତ ୮ଟି ରାଜ୍ୟପାଇଁ ୫୭୫୧.୨୭ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ

ନୂଆଦିଲ୍ଲୀ:କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦେଶର ୮ଟି ରାଜ୍ୟପାଇଁ ୫୭୫୧କୋଟି ୨୭ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ରାଶି ଅନୁମୋଦନ କରିଛି । ବନ୍ୟା, ମରୁଡ଼ି, ଭୂସ୍ଖଳନ…
Read More...

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କୋରୋନା ପଜିଟିଭ

ଇଂଲଣ୍ଡ: ବ୍ରିଟେନ ପ୍ରଧାନମନ୍ତ୍ରୀ କୋରୋନା ସଂକ୍ରମିତ । ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କୋରୋନା ରିପୋର୍ଟ ପଜିଟିଭ । କୋରୋନା ଭାଇରସ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ସେଲ୍ପ ଆଇସୋଲେସନରେ ରହିଛନ୍ତି ।…
Read More...

ଆଉ ୧୨୧ଟି ସରକାରୀ ଲ୍ୟାବରେ ପରୀକ୍ଷା ହେବ କୋଭିଡ-୧୯

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ୍ ର ପରୀକ୍ଷା ପାଇଁ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଆଉ ୧୨୧ଟି ସରକାରୀ ଲାବୋରେଟୋରୀକୁ ଅନୁମୋଦନ ଦେଇଛି । ଫଳରେ ମୋଟ ୧୫୭ଟି ଲ୍ୟାବରେ ଏଥର ହେବ କୋରୋନା…
Read More...

ଆସନ୍ତାକାଲିଠାରୁ ପୁଣିଥରେ ପ୍ରସାରଣ ହେବ ରାମାୟଣ

ନୂଆଦିଲ୍ଲୀ: କୋରୋନା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ୨୧ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ତେବେ ଲୋକମାନେ ଏହି ସମୟରେ ଘରେ ବସି ବିରକ୍ତ ହେଉଛନ୍ତି । ଏହି କାରଣରୁ କେନ୍ଦ୍ର ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କ…
Read More...

ବିଶିଷ୍ଟ ଚିତ୍ରକାର, ଲେଖକ ତଥା ପଦ୍ମ ବିଭୂଷଣ ସତୀଶ ଗୁଜରାଲଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ଚିତ୍ରକାର, ଲେଖକ ତଥା ପଦ୍ମ ବିଭୂଷଣ ସତୀଶ ଗୁଜରାଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ହୋଇଥିଲା ।ସେ ଅନେକ ରୋଗରେ ଆକ୍ରାନ୍ତ ଥିଲେ।ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ.…
Read More...

ଶ୍ରୀନଗରରେ କୋରୋନା ନେଲା ବୃଦ୍ଧଙ୍କ ଜୀବନ

ଶ୍ରୀନଗର: ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଭାରତରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରିସ୍ଥିତିରେ କୋରୋନା ଯୋଗୁଁ କେନ୍ଦ୍ରଶାସିତ ଅଂଚଳ ଜମ୍ମୁ କାଶ୍ମୀର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି ।…
Read More...

ଏବେ ଜାତୀୟ ରାଜପଥରେ ନିଆଯିବନି ଟୋଲ

ନୂଆଦିଲ୍ଲୀ: କୋରୋନାକୁ ଦୃଷ୍ଟିରେ ରଖି ବର୍ତମାନ ପରିସ୍ଥିତିରେ ଜାତୀୟ ରାଜପଥରେ ଟୋଲ ନିଆଯିବନି ବୋଲି ଘୋଷଣା କରିଛନ୍ତି ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡକରୀ । ଗଡକରୀ କହିଛନ୍ତି ଯେ, ଜରୁରୀକାଳୀନ ସେବା ସହଜ…
Read More...

ଭାରତରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ୬୫୬, ମୃତ ସଂଖ୍ୟା ୧୫

ନୂଆଦିଲ୍ଲୀ: କୋରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ତେବେ ବର୍ତମାନ ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫୬ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୫ରେ…
Read More...

କୋରୋନା ମହାମାରୀ ସମ୍ପର୍କରେ ବାରଣାସୀର ଜନସାଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ତାଙ୍କ ନିର୍ମାଚନ ମଣ୍ଡଳୀ ବାରଣାସୀର ଜନସାଧାରଣଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ବାରଣାସୀର ସାଂସଦ ଭାବେ ଏଭଳି ଏକ ଘଡିସନ୍ଧି…
Read More...

କୋଭିଡ-୧୯ ମୁକାବିଲା ପାଇଁ ବର୍ତମାନର ସ୍ଥିତି ଓ ପଦକ୍ଷେପ ସମୀକ୍ଷା କଲେ ମନ୍ତ୍ରୀ ଗୋଷ୍ଠୀ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମୁକାବିଲା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀର ନିର୍ମାଣ ଭବନ ଠାରେ ମନ୍ତ୍ରୀ ଗୋଷ୍ଠୀ(ଭିଓଏମ୍‌) ର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...