Browsing Category

ଦେଶ-ବିଦେଶ

ଉଜ୍ଜଳା ଯୋଜନାର ହିତାଧିକାରୀମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ : ଭୁନେଶ୍ବରରେ ଆଇଓସିଏଲ ପରିସରରେ…

ଭୁବନେଶ୍ବର : ଉଜ୍ଜଳା ଯୋଜନାର ସଠିକ କାର୍ଯ୍ୟକାରୀତା ନେଇ ଦେଶର ହିତାଧିକାରୀମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଜ୍ଜ୍ବଲା ଯୋଜନାରେ ସଠିକ ଭାବେ ପହଁଚିଛି କି ନାହିଁ ଓ ଏହା ଦ୍ବାରା କଣ ଲାଭ ମିଳୁଛି…
Read More...

କନ୍‌ଫ୍ୟୁଜ୍‌ନ ନୁହେଁ, କେନ୍ଦ୍ରରେ କମିଟ୍‌ ମେଣ୍ଟ ଓ୍ବାଲା ସରକାର ଚାଲିଛି- ନରେନ୍ଦ୍ର ମୋଦି

କଟକ: କନ୍‌ଫ୍ୟୁଜ୍‌ନ ନୁହେଁ, କେନ୍ଦ୍ରରେ କମିଟ୍‌ ମେଣ୍ଟ ଓ୍ବାଲା ସରକାର ଚାଲିଛି । ସେଥିପାଇଁ ଗଲା ୪ବର୍ଷ ଭିତରେ ସରକାର ଏଭଳି ଅନେକ ନିର୍ଣ୍ଣୟ ନେବାକୁ ସକ୍ଷମ ହୋଇଛନ୍ତି ଯାହା ଦୀର୍ଘ ବର୍ଷ ଧରି ଦେଶବାସୀଙ୍କ ପାଇଁ ଜରୁରି…
Read More...

ମାଆକୁ ସାପ କାମୁଡିଲା, ମାଆ ସହ ଶିଶୁବି ମୃତ୍ୟୁ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଘଟିଛି ଏକ ହୃଦୟ ବିଦାରକ ଘଟଣା ।  ମାଆକୁ ସାପ କାମୁଡିଲା, ତାପରେ ମାଆଠୁ କ୍ଷୀର ଖାଉଥିବା  ଶିଶୁ ସହ ମାଆର ବି ମୃତ୍ୟୁ ହୋଇଛି । ୩୫ ବର୍ଷୀୟା ମହିଳା ଜଣକ ଶୋଇଥିବା ବେଳେ ତାଙ୍କୁ ଏକ ସାପ…
Read More...

ଆଣ୍ଡାମାନ ଛୁଇଁଳା ମୈସୁମୀ,ଜୁନ ଦ୍ବିତୀୟ ସପ୍ତାହରେ ଓଡିଶା ଛୁଇଁବ

ଭୁବନେଶ୍ୱର : ଉତ୍ତର ପଶ୍ଚିମରେ ଗ୍ରୀଷ୍ମଲହରୀ ଆଉ ଏପଟେ ଦକ୍ଷିଣପୂର୍ବ ଆକାଶରେ ମୌସୁମୀ ମେଘ । ଆରବସାଗରରେ ଘୂର୍ଣ୍ଣିଝଡ, ଉତ୍ତରପୂର୍ବ ଭାରତରେ ପ୍ରାକ ମୌସୁମୀ ବର୍ଷା ଛିଟା । ଇଏ ହେଉଛି ଆଜିର ଭାରତର ପାଣିପାଗ ଚିତ୍ର ।…
Read More...

ବଢ଼ି ଚାଲିଛି ତେଲ ଦର :  ଡିଜେଲରେ ଟପ୍‌ରେ ଭୁବନେଶ୍ବର, ମୁମ୍ବାଇରେ ପେଟ୍ରୋଲ ଦାମ ସର୍ବାଧିକ

ଭୁବନେଶ୍ୱର : ନିଇତି ବଢ଼ି ଚାଲିଛି ତେଲ ଦର । ଲଗାତାର ୧୨ ଦିନ ହେଲା ବଢିବାରେ ଲାଗିଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ । ଆଜି ପେଟ୍ରୋଲ୍ ଦାମରେ ଲିଟର ପିଛା ସର୍ବାଧିକ ୩୬ ପଇସା ବଢ଼ିଥିବା ବେଳେ ଡିଜେଲ୍ ବଢିଛି ସର୍ବାଧିକ ୨୪…
Read More...

ଶକ୍ତି ପରୀକ୍ଷା ପୂର୍ବରୁ ଆସ୍ଥା ଭୋଟ ଜିତିଲେ କୁମାରସ୍ବାମୀ

ବାଙ୍ଗାଲୁର : ଶକ୍ତି ପରୀକ୍ଷା ପୂର୍ବରୁ ଆସ୍ଥା ଭୋଟ ଜିତିଲେ କୁମାରସ୍ବାମୀ । କର୍ଣ୍ଣାଟକ ବିଧାସଭାରେ ବହୁମତ ସାବ୍ୟସ୍ତ କଲେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାର । ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ସପକ୍ଷରେ ୧୧୭ ବିଧାୟକ…
Read More...

ତୁତିକୋରିନ୍‌ରେ ପୁଣି ହିଂସା ,ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ

ତାମିଲନାଡୁ : ତୁତିକୋରିନ୍‌ରେ ଆଜି ପୁଣି ହିଂସା । ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ ହେବା ସହ ୩ଜଣ ଆହତ ହୋଇଛନ୍ତି । ବେଦାନ୍ତର କପର୍ କମ୍ପାନୀ ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଯାଇ ଗତକାଲି…
Read More...

କେରଳରେ ଘାତକ ସାଜିଛି ନିପାହ ଭାଇରସ୍‌

କେରଳ : କେରଳ କୋଝିକୋଡ୍‌ ଏବଂ ମାଲାପୁରମ ଜିଲ୍ଲାରେ ନିପାହ ଭାଇରସ୍ ଆତଙ୍କ । ଏହି ଘାତକ ଭାଇରସ୍ ଏପର୍ଯ୍ୟନ୍ତ ୧୦ଜଣଙ୍କ ଜୀବନ ନେଲାଣି । ୬ରୁ ଅଧିକ ଆକ୍ରାନ୍ତଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ୨୫ଆକ୍ରାନ୍ତଙ୍କ…
Read More...

ଭାରତୀୟ ସେନାର ଗୁଳିମାଡରେ ପାକ ବଙ୍କର ଧ୍ବଂସ : ପାକ୍‌ ରେଞ୍ଜର୍ସ ଛାନିଆ

ଜାମ୍ମୁ : ଭାରତୀୟ ସେନାର ଗୁଳିମାଡରେ ପାକ ବଙ୍କର ଧ୍ବଂସ । ଅନ୍ତର୍ଜାତୀୟ ସୀମାରେ ବିଏସ୍‌ଏଫ୍‌ କରିଛି ଜବାବି ହମଲା । ଏଥିରେ ପାକିସ୍ତାନ ବଙ୍କର ସହ ପାକ କ୍ୟାମ୍ପର ଅନେକ କ୍ଷୟକ୍ଷତି ହୋଇଛି । ଏଥିରେ ଡରି ଯାଇ ତୁରନ୍ତ…
Read More...

ଦାନ୍ତେୱାଡ଼ା ଚେଲନାରରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ୭ ଯବାନ ସହିଦ

ମାଲକାନଗିରି : ଲାଲ୍ ଗଡ଼ରେ ପୁଣି ହିଂସାକାଣ୍ଡ ଘଟାଇଛି ଲାଲ୍ ବାହିନୀ । ଦାନ୍ତେୱାଡ଼ା ଚେଲନାରରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଘଟାଇ ଉଡ଼ାଇ ଦେଇଛନ୍ତି ଯବାନଙ୍କ XUV । ଆଉ ନେଇଛନ୍ତି ୭ ଯବାନ୍କ ମୁଣ୍ଡ ।ଦେଖନ୍ତୁ କେତେ…
Read More...

ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲା : କାଲି ଶୁଣାଣି

ନୂଆଦିଲ୍ଲୀ : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ନେତା ବି. ଏସ୍. ୟେଦିୟୁରପ୍ପା । କିନ୍ତୁ ରାଜନୀତି ଥମିନି । ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ । ୟେଦିୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ରାଜ୍ୟପାଳ…
Read More...

କର୍ଣ୍ଣାଟକରେ ସରକାର ଗଠନ ପାଇଁ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳଙ୍କ ଚିଠି: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତୁ, ୧୫ ଦିନରେ…

ବେଙ୍ଗାଲୋର: କର୍ଣ୍ଣାଟକରେ ସରକାର ଗଠନ ପାଇଁ ରାଜ୍ୟପାଳ ବାଜୁଭାଇ ବାଲା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  ବିଏସ ୟେଦ୍ୟୁରପ୍ପାକୁ ନିମନ୍ତ୍ରଣ କରିଛନ୍ତି। ଏନେଇ ରାଜ୍ୟପାଳ ଆଜି ରାତିରେ ୟେଦ୍ୟୁରପ୍ପାଙ୍କୁ ଚିଠି…
Read More...

କଣ୍ଣାଟକରେ ବିଜେପି ଗଢିବ ସରକାର,କାଲି ଶପଥ ନେବେ ୟେଦୁରପ୍ପା !

ବାଙ୍ଗାଲୋର : କର୍ଣ୍ଣାଟକ ରାଜନୀତିରେ କାଲିଠୁ ନାଟକ ଚାଲିଥିବା ବେଳେ , ଏହା ଭିତରେ ଏକ ବାଟ ବାହାରିଛି  । ସଂଖ୍ୟାଗରିଷ୍ଠ ଦଳ ବିଜେପି ନା କଂଗ୍ରେସ-ଡେଡିଏସ୍ ର ସଂଖ୍ୟାଗରିଷ୍ଠ ମେଣ୍ଟକୁ ରାଜ୍ୟପାଳ ସରକାର ଗଢିବାକୁ ଆମନ୍ତ୍ରଣ…
Read More...

ଆବୁ ଧାବୀ ନ୍ୟାସନାଲ ଅଏଲ୍‌ କମ୍ପାନୀର ସିଇଓଙ୍କୁ ଭେଟିଲ୍‌ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ତିନିଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆବୁ ଧାବୀ ନ୍ୟାସନାଲ ଅଏଲ୍‌ କମ୍ପାନୀର ସିଇଓଙ୍କୁ ଭେଟିଛନ୍ତି । ଏଥିସହ ୟୁଏଇ ଡାଇନଷ୍ଟ୍ରିମ୍‌ ଇନ୍‌ଭେଷ୍ଟମେଣ୍ଟ…
Read More...