• ୨୦୨୧ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ହେବ ଶେଷ

    ନୂଆଦିଲ୍ଲୀ : ଡିସେମ୍ବର ୨୦୨୧ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପର କାର୍ଯ୍ୟ ଶେଷ ହେବ। ରାଜ୍ୟସଭାରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କାଟୋରିଆ ଏ ନେଇ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ କାଟୋରିଆ ଜଣାଇଛନ୍ତି ଯେ, ୨୦୧୮ ମସିହା ମାର୍ଚ୍ଚ ସୁଦ୍ଧ‌ା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହାପରେ ଯୋଜନା ଆୟୋଗ ଦ୍ବାରା ୨୦୦୯ରେ ପୁଞ୍ଜି ବିନିଯୋଗ ମଞ୍ଜୁରି ପରେ ଏହାକୁ...
  • ଚୋରି ଭୟରେ ପାକିସ୍ତାନରେ ଟମାଟୋ ଖେତ ଜଗୁଛନ୍ତି ବନ୍ଧୁକଧାରୀ

    ନୂଆଦିଲ୍ଲୀ: ଏବେ ସାରା ବିଶ୍ବରେ ଚର୍ଚ୍ଚା ହେଉଛି ଯେ ପାକିସ୍ତାନରେ ଟମାଟୋ ଦର ଏବେ କିଲୋ ପିଛା ତିନି ଶହ ଟପିଲାଣି। ପାକିସ୍ତାନର ଚାଷୀମାନଙ୍କର ଭୟ କାଳେ କେହି ସେମାନଙ୍କ ଟମାଟୋ ଚୋରି କରି ନେଇଯିବ। ଏହାକୁ ଦୃଷ୍ଟିରେ ରଖି ଟମାଟୋ ଚାଷୀମାନେ ନିଜ ଫସଲକୁ ଜଗିବା ପାଇଁ ବନ୍ଧୁକଧାରୀ ଗାର୍ଡ ନିୟୋଜିତ କରୁଥିବା ବିଷୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଲୋକେ ଏହାକୁ ନେଇ ଭିନ୍ନ...
  • ଋଷିକେଶରେ ଖସିପଡି ଆହତ ହେଲେ ଉମାଭାରତୀ

    ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଋଷିକେଶରେ ଗୋଡ଼ଖସିଯିବାରୁ ବରିଷ୍ଠ ବିଜେପି ନେତ୍ରୀ ଉମାଭାରତୀ ଆହତର ସମ୍ମୁଖୀନ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଛି । ଜୋଲିଗ୍ରାଣ୍ଟସ୍ଥିତ ହିମାଳୟନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ସଂପର୍କରେ ଉମାଭାରତୀ ଟୁଇଟରରେ ସୂଚନା ଦେଇଛନ୍ତି ।  ସେ ରବିବାର ଅପରାହ୍ଣରେ ଋଷିକେଶରେ ବ୍ରହ୍ମପୁରୀ ଆଶ୍ରମ ନିକଟରେ ଖସିପଡ଼ିଥିଲେ ।...
  • ବିଦ୍ୟୁତ ଚାଳିତ ଗାଡ଼ି ଧରି ସଂସଦ ଆସିଲେ କେନ୍ଦ୍ରମନ୍ତ୍ରୀ

    ନୂଆଦିଲ୍ଲୀ: ଦିଲ୍ଲୀରେ ବିର୍ଦ୍ଧିତ ପ୍ରଦୂଷଣକୁ ରୋକିବା ପାଇଁ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ପ୍ରଦୂଷଣ ମାତ୍ରାକୁ କମ କରିବା ପାଇଁ ଆଜି ସେ ସଂସଦକୁ ଏକ ବିଦ୍ୟୁତ ଚାଳିତ ଗାଡ଼ି ଧରି ଆସିଥିଲେ। ଏଥିସହ ସେ ଲୋକଙ୍କୁ ମଧ୍ୟ ଯଥା ସମ୍ଭବ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ବିଦ୍ୟୁତ ଚାଳିତ ଗାଡ଼ି ମଟର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଆଜି...
  • ଆଇସିୟୁରେ ଟିଏମସି ସାଂସଦ ନୁସରତ ଜାହାନ

    କୋଲକାତା: ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ନିଶ୍ୱାଃସ ନେବାରେ ଅସୁବିଧାର ସମ୍ମୁଖୀନ କରିବାକୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଆଇସିୟୁରେ ରହିଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପରିବାର ଲୋକଙ୍କୁ ପକ୍ଷରୁ କୁହାଯାଇଛି। ବଶିରହାଟ ଲୋକସଭା ଆସନରୁ ନିର୍ବାଚିତ ହୋଇ ସଂସଦକୁ...
  • ମହାରାଷ୍ଟ୍ର ସରକାର ଗଠନକୁ ନେଇ ଶିବସେନା ଏବଂ ବିଜେପିକୁ ପଚାର ବୋଲି କହିଲେ ଶରଦ

    ନୂଆଦିଲ୍ଲୀ:ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସମସ୍ତଙ୍କ ନଜର ଶରଦ ପାୱାର ଏବଂ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଉପରେ ରହିଛି । ବୈଠକ ପାଇଁ ଏନସିପି ମୁଖ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ସାମ୍ୱାଦିକମାନେ ଶରଦ ପାୱାରଙ୍କୁ ସରକାର ଗଠନ ନେଇ ପ୍ରଶ୍ନ କରିଥିଲେ । ଏହାର ଜବାବରେ ନିଜର ଆଗାମୀ ପଦକ୍ଷେପକୁ ଗୋପନ ରଖିବା ସହ ନୂଆ ସ୍‌ସପେନ୍ସ ସୃଷ୍ଟ...
  • ସଡ଼କ ଦୁର୍ଘଟଣା: ୬ଜଣ ପିଲା ମୃତ

    ପାଟନା: ବିହାରର ଗୋପାଳଗଞ୍ଜ ଜିଲ୍ଲାର ବରୋଲି ଥାନା ଅଧୀନସ୍ଥ ସରେୟା ନରେନ୍ଦ୍ର ଗ୍ରାମରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରାସ୍ତା କଡ଼ରେ ଖେଳୁଥିବା ୬ଜଣ ଛୋଟଛୋଟ ପିଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ଜଣ ପିଲା ଗୁରୁତର ହୋଇଛନ୍ତି। ଛଅଜଣ ଶିଶୁଙ୍କ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରାଯିବା ସହିତ ଗୁରୁତର ପିଲାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା...
  • ଶୀତକାଳୀନ ଅଧିବେଶନ: ସବୁ ବିଷୟରେ ଖୋଲା କଥାବାର୍ତ୍ତା ଚାହୁଁ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

    ନୂଆଦିଲ୍ଲୀ: ଆଜି ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସବୁ ବିଷୟରେ ଖୋଲା କଥାବାର୍ତ୍ତା ନିମନ୍ତେ ନ୍ୟାସ୍‌ନାଲ୍‌ ଡେମୋକ୍ରେଟିକ୍‌ ଆଲିଏନ୍‌ସ୍‌ ପ୍ରସ୍ତୁତ। ସାମ୍ବାଦିକମାନଙ୍କୁ ମୋଦୀ କହିଛନ୍ତି: ଆମେ ସବୁ ବିଷୟରେ ଖୋଲା କଥାବର୍ତ୍ତା ଚାହୁଁଛୁ। ବଡ଼ କଥା ହେଲା ଉନ୍ନତମାନର ତର୍କ, କଥୋପକଥନ ଏବଂ ଆଲୋଚନା ହେବା ଉଚିତ ଏବଂ ସଂସଦରେ ଆଲୋଚନାକୁ ସମୃଦ୍ଧ କରିବାକୁ ସଭିଙ୍କର ଅବଦାନ ରହିବା...
  • ରାଜ୍ୟସଭାର ୨୫୦ତମ ଅଧିବେଶନ: ବିଜେଡି ଓ ଏନସିପିର କାର୍ଯ୍ୟଶୈଳୀକୁ ପ୍ରଶଂସା କଲେ ମୋଦୀ

    ନୂଆଦିଲ୍ଲୀ/ଭୁବନେଶ୍ବର: ଆଜି ରାଜ୍ୟସଭାର ୨୫୦ତମ ଅଧିବେଶନରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସଂଘୀୟ ଢ଼ାଞ୍ଚାର ଆତ୍ମା ଅଭିହିତ କରିବା ସହ ବିଜୁ ଜନତା ଦଳକୁ ପ୍ରଶଂସା କରିଛନ୍ତି। ରାଜ୍ୟସଭାରେ ବିଜେଡି ଓ ଏନସିପିର କାର୍ଯ୍ୟଶୈଳୀକୁ ପସନ୍ଦ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ବିଜେଡି ଓ ଏନସିପି କେବେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିନାହାନ୍ତି । ଏପରିକି ଗୃହର କାର୍ଯ୍ୟରେ କେବେ ବାଧା...