Browsing Category

ଦେଶ-ବିଦେଶ

ପାଣି ପାଇଁ ହିଂସାକାଣ୍ଡ : ୨ ମୃତ୍ୟୁ , ୧00 ଆହତ

ଔରଙ୍ଗାବାଦ୍‌। : ପାଣି ପାଇଁ ହିଂସାକାଣ୍ଡ । ମହାରାଷ୍ଟ୍ର ଔରଙ୍ଗାବାଦରେ ଗୋଷ୍ଠୀ ସଂଘର୍ଷରୁ ଭୟାବହ ସ୍ଥିତି ଉପୁଜିଛି । ଗୁଳି ମାଡରେ ୨ ଜଣ ଯୁବକଙ୍କ  ମୃତ୍ୟୁ ହୋଇଥିବା ବେଳେ  100 ଜଣ ଆହତ ହୋଇଛନ୍ତି ।ଔରଙ୍ଗାବଦା ଜିଲ୍ଲାର…
Read More...

କର୍ଣ୍ଣାଟକ ନିର୍ବାଚନରେ ଏକଜିଟ୍ ପୋଲ : ଗ୍ରେସ୍-ବିଜେପି ଭିତରେ କଡା ଟକ୍କର

ଭୁବନେଶ୍ବର : ମତଦାନ ସରିଲା ଏଥର ନିର୍ବାଚନ ଫଳାଫଳକୁ ଅପେକ୍ଷା । କିଏ ଜିତିବ କର୍ଣ୍ଣାଟକ । ୧୫ତାରିଖ ଭୋଟ ଗଣତି ପରେ ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ବିଭିନ୍ନ ଏକଜିଟ୍‌ ପୋଲ ଆକଳନ ଅନୁଯାୟୀ, କଂଗ୍ରେସ ଆଗୁଆ ରହିଛି । ତେବେ…
Read More...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ଆଜି ମତଦାନ 

ବାଙ୍ଗାଲୁର  : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆଜି ସକାଳୁ ଆରମ୍ଭ ହୋଇଯାଇଛି ମତଦାନ । ଭୋଟରମାନେ ସେମାନଙ୍କର ମତଦାନ ସାବ୍ୟସ୍ତ ପାଇଁ ଲମ୍ବା ଧାଡ଼ି ବାନ୍ଧିଛନ୍ତି । ରାଜ୍ୟରେ ୫୫,୬୦୦ରୁ ଅଧିକ ମତଦାନ କେନ୍ଦ୍ର…
Read More...

ୟୁଏଇ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ୟୁଏଇର ଶକ୍ତି ଓ ଶିଳ୍ପ ମନ୍ତ୍ରୀଙ୍କ ସହ ହାଇଡ୍ରୋ କାବର୍ନ…

ଭୁବନେଶ୍ୱର : ତିନି ଦିନିଆ ୟୁନାଇଟେଡ ଆରବ ଏମିରେଟ୍ସ ( ୟୁଏଇ) ଗସ୍ତରେ ଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଇ ୧୨ରୁ ୧୪ ଯାଏ ଶ୍ରୀ ପ୍ରଧାନଙ୍କର ୟୁଏଇ ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେବୃଆରୀ…
Read More...

ସରିଲା ପ୍ରଚାର : ୧୨ରେ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟିଂ

କର୍ଣ୍ଣାଟକ : ଶେଷ ଦିନରେ କର୍ଣ୍ଣାଟକରେ ହାଇ ଡେସିବେଲ୍ ପ୍ରଚାର । ୧୨ ତାରିଖରେ ଭୋଟିଂ ହେବାକୁ ଯାଉଥିବା ବେଳେ ଆଜି ସନ୍ଧ୍ୟାରେ ସରିଛି ପ୍ରଚାର । ତେବେ ଶେଷ ମୁହୁର୍ତ୍ତରେ ବିଜେପି ଓ କଂଗ୍ରେସ କରିଛନ୍ତି…
Read More...

୨୦୧୯ରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ସବୁ ରାଜନୀତି ଦଳର ନେତା ଜୋରସୋରରେ କରୁଛନ୍ତି ପ୍ରଚାର। ନିର୍ବାଚନୀ ରାଲିରେ କଂଗ୍ରସ ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର। ନିର୍ବାଚନ ତାରିଖ ଯେତିକି ପାଖେଇ…
Read More...

ମହାଭିଯୋଗ ମାମଲାରେ ଲାଗିଲା ଫୁଲ୍ ଷ୍ଟପ୍ : ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପ୍ରତ୍ୟାହୃତ, ଖାରଜ । ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି ପୂର୍ବରୁ ହାଇ ଅକ୍ଟେନ୍ ଯୁକ୍ତିତର୍କ ପରେ ମହାଭିଯୋଗ ପ୍ରତ୍ୟାହାର କରି ନେଇଛନ୍ତି ବରିଷ୍ଠ ଓକିଲ…
Read More...

ସୋସିଆଲ ମିଡିଆରେ ଚର୍ଚ୍ଚା: ରାୟବରେଲୀର କଂଗ୍ରେସ ବିଧାୟିକା ଆଦିତି ସିଂହଙ୍କୁ ବିବାହ କରିବେ ରାହୁଲ

ନୂଆଦିଲ୍ଲୀ : କିଛି ଦିନ ହେଲା ସୋସିଆଲ ମିଡିଆରେ ଏଭଳି ଫୋଟ ଭାଇରାଲ ହେଉଛି ଯେଉଁଥିରେ କି ଦାବି କରାଯାଉଛି କି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିବାହ ରାୟବରେଲୀର କଂଗ୍ରେସ ବିଧାୟିକା ଆଦିତି ସିଂହଙ୍କ ସହିତ ହୋଇପାରେ ।…
Read More...

ଯବାନଙ୍କ ଗୁଳିରେ ଟଳିଲା ଆତଙ୍କୀ ସମୀର ଟାଇଗର

କାଶ୍ମୀର: ଲଢେଇ ପାଇଁ ଯବାନଙ୍କୁ ଆହ୍ବାନ ଦେଲା ଆତଙ୍କୀ । ଆଉ ଏହି ବାହାଦୁରି ମାରିବାର ମାତ୍ର କିଛି ଘଣ୍ଟା ଭିତରେ ଆତଙ୍କୀର ମୁଣ୍ଡ ଗଡିଲା, ତାପୁଣି ସେହି ଯବାନଙ୍କ ଗୁଳିରେ । ଏ ହେଉଛି ଜମ୍ମୁ କାଶ୍ମୀର ପୁଲୱାମା…
Read More...

ସୁକମାରେ ୨ ନକ୍ସଲ ନିହତ, ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା

ଋାୟପୁର: ଛତିଶଗଡ଼ର ସୁକମା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ୨ଜଣ ନକ୍ସଲପନ୍ଥୀ ନିହତ ହେବା ସହ ୧୫ ଜଣ ନକ୍ସଲ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନକାଉଣ୍ଟରରେ ପୋଲିସକୁ ମିଳିଛି ବଡ଼ ସଫଳତା । ଛତିଶଗଡ଼-ଓଡ଼ିଶା ପୋଲିସର ମିଳିତ କମ୍ବିଂ…
Read More...

ମନ୍‌ କି ବାତ୍‌ରେ ଚାଷୀଙ୍କ କଥା  କହିଲେ ମୋଦି

ନୂଆଦିଲ୍ଲୀ: ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଚାଷୀଙ୍କ କଥା  ପ୍ରଧାନମନ୍ତ୍ରୀ କହିଛନ୍ତି। ଚାଷୀଙ୍କ ସ୍ବାର୍ଥକୁ ଦେଖି ଏ ବର୍ଷର ବଜେଟରେ ଏକ ବଡ଼ ନିଷ୍ପତ୍ତି ନିଅାଯାଇଛି। ଯାହା ଦ୍ୱାରା ଚାଷୀଙ୍କୁ ନିଜ ଉତ୍ପାଦିତ…
Read More...

ଲୋକପାଳ ନିଯୁକ୍ତି ଦାବି : ପୁଣି ଦିଲ୍ଲୀ ରାମଲୀଳା ମୈଦାନକୁ ଓହ୍ଲାଇଲେ ଆନ୍ନା ହଜାରେ

ଭୁବନେଶ୍ୱର : ଆରମ୍ଭ ହେଲା ଆନ୍ନା ହଜାରେଙ୍କ ଦ୍ବୀତୀୟ ବଡ ଆନ୍ଦୋଳନ । ୨୦୧୧ରେ ଦୁର୍ନୀତି ବିରୋଧି କ୍ରୁସେଡର ଭାବେ ଆନ୍ନା ଦେଶରେ ଯେଉଁ ଆନ୍ଦୋଳନ ଗଢିଥିଲେ ସେଥିରେ ପୁରା ସରକାର ଦୋହଲି ଯାଇଥିଲା । ସାଧାରଣ ଲୋକଙ୍କ ଅଦ୍ଭୁତ…
Read More...

ଫେସବୁକରୁ ତଥ୍ୟ ଚୋରୀ ପ୍ରସଂଗ: ପଡୁଚି ଉଠୁଚି ଦେଶ ରାଜନୀତି, ବିଜେପି-କଂଗ୍ରେସ ବାକ୍ ଯୁଦ୍ଧ

ଭୁବନେଶ୍ବର : ଭାରତର ନିର୍ବାଚନରେ ଜନମତକୁ ପ୍ରଭାବିତ କରିବାପାଇଁ  ଫେସବୁକରୁ ତଥ୍ୟ ଚୋରି ପ୍ରସଙ୍ଗ ନେଇ ଏବେ ଭାରତୀୟ ରାଜନୀତି ପଡୁଚି ଉଠୁଚି। ନିନ୍ଦିତ ଡାଟା ଫାର୍ମ ସହିତ ସମ୍ପର୍କ ନେଇ ବିଜେପି-କଂଗ୍ରେସ ମଧ୍ୟରେ ବାକ୍…
Read More...

ଦକ୍ଷତା ବିକାଶ ଓ କୃଷି ମତଣାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ବୁଝାମଣା ପତ୍ର ସ୍ବାକ୍ଷର ଦ୍ବାରା ଗ୍ରାମାଂଚଳର…

ନୂଆଦିଲ୍ଲୀ: ଗ୍ରାମୀଣ ଯୁବକ ମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ସହିତ ଓ ସେମାନଙ୍କ ମଧ୍ୟରେ ଉପôାଦକତା ବୃଦ୍ଧି କରିବା ପାଇଁ ମଙ୍ଗଳବାର ଦିନ ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ଦକ୍ଷତା ବିକାଶ ମବଣାଳୟ ଓ କୃଷି ଓ କୃଷକ କଲ୍ୟାଣ ମବଣାଳୟ…
Read More...