• ଜେଏନୟୁ ଛାତ୍ରଙ୍କ ବିରୋଧରେ ଏଫଆଇଆର

    ନୂଆଦିଲ୍ଲୀ:ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଫ’ ବୃଦ୍ଧିକୁ ନେଇ ଛାତ୍ରଙ୍କ ବିରୋଧ-ପ୍ରଦର୍ଶନ ଏବଂ ତାଙ୍କ ଉପରେ ପୁଲିସ କାର‌୍ୟ୍ୟାନୁଷ୍ଠାନକୁ ନେଇ ଲୋକସଭାରେ ଉଠିଥିବା ଚର୍ଚ୍ଚା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସ ସୋମବାର ଦିନ ପ୍ରଦର୍ଶନ ସମୟରେ ଦିଗ-ନିର୍ଦ୍ଦେଶର ଉଲ୍ଲଘଂନ ମାମଲାରେ ଛାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏହି ଖବର ପରେ ପୁଣି ଥରେ ଲୋକସଭାରେ ହଟ୍ଟଗୋଳ ବୃଦ୍ଧି ପାଇବାର ସମ୍ଭାବନା...
  • ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏନେଇ ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି । ଠିକ ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ , ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ଓ କଂଗ୍ରେସର ଅନ୍ୟ ନେତାମାନେ...
  • ହସ୍ପିଟାଲରୁ ଫେରିଲେ ନୁସରତ

    କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁଙ୍କୁ ରବିବାର-ନଭେମ୍ବର ୧୭)ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ନୁସରତଙ୍କୁ ଗତକାଲି (ସୋମବାର) ହସ୍‌ପିଟାଲରୁ ଛୁଟି ମିଳି ଯାଇଛି। ହସ୍‌ପିଟାଲ୍‌ରୁ ଛୁଟି ମିଳି ଯାଇଥିଲେ ହେଁ ତାଙ୍କୁ ଔଷଧ ଖାଇବାକୁ ହେବା ସହିତ ବିଶ୍ରାମ ନେବାକୁ ହେବ ବୋଲି ନୁସରତଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ନୁସରତ ଜହାଁଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ନୁସରତଙ୍କୁ ନିଃଶ୍ୱାସ...
  • ସୀମାରୁ ୨ ଭାରତୀୟ ନାଗରିକ ଗିରଫ

    ନୂଆଦିଲ୍ଲୀ:ଭାରତଠୁ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରତିଦିନ କିଛି ନା କିଛି ନୂଆ ଷଡଯନ୍ତ୍ର ରଚୁଛି । ଗତକାଲି ପାକିସ୍ତାନ ଚ୍ୟାନେଲରେ ଦୁଇଜଣ ଭାରତୀୟଙ୍କ ଗିରଫଦାରି ଖବର ଦେଖାଯାଇଥିଲା । ଏହି ଦୁଇଜଣ ବିନା ପାସପୋର୍ଟରେ ପାକିସ୍ତାନରେ ଅନୁପ୍ରବେଶ କରୁଥିଲେ ବୋଲି ଟିଭିରେ କୁହାଯାଇଥିଲା । ପାକ୍ ଟିଭି ଚ୍ୟାନେଲ ଦେଖାଇଥିବା ଏଫଆଇଆରରେ ଜଣଙ୍କ ନାମ ପ୍ରଶାନ୍ତ ଓ ଆଉଜଣେ ବାରିଲାଲ ବୋଲି କୁହାଯାଇଥିଲା । ପାକିସ୍ତାନ ଉଭୟଙ୍କ ବିରୋଧରେ...
  • ଗୁଜରାଟରେ ଭୂକମ୍ପ

    ଅହମଦାବାଦ: ଗୁଜରାଟର କଚ୍ଛ ଜିଲ୍ଲାରେ ଆଜି ଲୋକେ ଭୂକମ୍ପର ଝଟକା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା। ଝଟକା ମାତ୍ର କିଛି ସେକେଣ୍ଡ ପାଇଁ ହୋଇଥିଲେ ହେଁ ଲୋକେ ବେଶ କିଛି ଘଣ୍ଟା ଧରି ଆତଙ୍କିତ ହୋଇ ଉଠିଥିଲେ। କଚ୍ଛ ଜିଲ୍ଲାର ଭାଚାଉ ଠାରୁ ୨୩ କିମି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଜଣାପଡ଼ିଛି। ସନ୍ଧ୍ୟା ପ୍ରାୟ ୭.୦୧ରେ ଏହି ଭୂକମ୍ପ...
  • ୧୩ ବର୍ଷ ପରେ ସୁପ୍ରିମକୋର୍ଟ କଲେଜିୟମରେ ମହିଳା ବିଚାରପତି

    ନୂଆଦିଲ୍ଲୀ: ଦୀର୍ଘ ୧୩ ବର୍ଷ ପରେ ସୁପ୍ରିମକୋର୍ଟ କଲେଜିୟମରେ ସ୍ଥାନ ପାଇଛନ୍ତି ଜଣେ ମହିଳା ବିଚାରପତି। ତାଙ୍କ ନାମ ଜଷ୍ଟିସ ଆର. ଭାନୁମତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ଗ୍ରହଣ କରିବା ପରେ ଖାଲି ପଡ଼ିଥିବା ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି। ଗତକାଲି ୪୭ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଚିସ ଶରଦ ଅରବିନ୍ଦ ବୋବଡେ ଶପଥ ଗ୍ରହଣ କରିଥିଲେ। ଏହାପରେ ଜଷ୍ଚିସ ଆର ଭାନୁମତି କଲେଜିୟମରେ...
  • ବରଫ ଅତଡ଼ା ଖସି ୪ ଯବାନଙ୍କ ସମେତ ୬ ମୃତ

    ନୂଆଦିଲ୍ଲୀ: ଗତକାଲି ସିଆଚେନ୍‌ ଗ୍ଲାସିଅରରେ ଦେଶର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ବରଫ ଅତଡ଼ା ଖସିଥିଲା। ଏହି ଘଟଣାରେ ୪ ଯବାନ ଶହୀଦ ହୋଇଛନ୍ତି। ଦୁଇ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗତକାଲି ଅପରାହ୍ନ ୩ଟା ବେଳେ ଭୂପୃଷ୍ଠରୁ ୧୮ ହଜାର ଫୁଟ୍‌ ଉପରେ ଏହି ଅଘଟଣ ଘଟିଛି। ବରଫ ଅତଡ଼ା ଖସିବାରୁ ୮ ଜଣ ଯବାନ ଫଶି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର...
  • ୨୦୨୧ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ହେବ ଶେଷ

    ନୂଆଦିଲ୍ଲୀ : ଡିସେମ୍ବର ୨୦୨୧ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପର କାର୍ଯ୍ୟ ଶେଷ ହେବ। ରାଜ୍ୟସଭାରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କାଟୋରିଆ ଏ ନେଇ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ କାଟୋରିଆ ଜଣାଇଛନ୍ତି ଯେ, ୨୦୧୮ ମସିହା ମାର୍ଚ୍ଚ ସୁଦ୍ଧ‌ା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହାପରେ ଯୋଜନା ଆୟୋଗ ଦ୍ବାରା ୨୦୦୯ରେ ପୁଞ୍ଜି ବିନିଯୋଗ ମଞ୍ଜୁରି ପରେ ଏହାକୁ...
  • ଚୋରି ଭୟରେ ପାକିସ୍ତାନରେ ଟମାଟୋ ଖେତ ଜଗୁଛନ୍ତି ବନ୍ଧୁକଧାରୀ

    ନୂଆଦିଲ୍ଲୀ: ଏବେ ସାରା ବିଶ୍ବରେ ଚର୍ଚ୍ଚା ହେଉଛି ଯେ ପାକିସ୍ତାନରେ ଟମାଟୋ ଦର ଏବେ କିଲୋ ପିଛା ତିନି ଶହ ଟପିଲାଣି। ପାକିସ୍ତାନର ଚାଷୀମାନଙ୍କର ଭୟ କାଳେ କେହି ସେମାନଙ୍କ ଟମାଟୋ ଚୋରି କରି ନେଇଯିବ। ଏହାକୁ ଦୃଷ୍ଟିରେ ରଖି ଟମାଟୋ ଚାଷୀମାନେ ନିଜ ଫସଲକୁ ଜଗିବା ପାଇଁ ବନ୍ଧୁକଧାରୀ ଗାର୍ଡ ନିୟୋଜିତ କରୁଥିବା ବିଷୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଲୋକେ ଏହାକୁ ନେଇ ଭିନ୍ନ...