Browsing Category

କର୍ପୋରେଟ୍

କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: କୋରୋନାକୁ ନେଇ ଭାରତୀୟ ସୁନା ବଜାରରେ ସୁନା ୧୦ ଗ୍ରାମ ପିଛା ୨୦୦୦ଟଙ୍କା ହ୍ରାସ ପାଇଥିବାବେଳେ ରୂପା କିଲୋଗ୍ରାମରେ ୬୦୦୦ରୁ ଅଧିକ ହ୍ରାସ ପାଇଛି ।ବର୍ତମାନ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୪୦,୦୦୦ ଟଙ୍କାକୁ…
Read More...

ସେୟାର ମାର୍କେଟରେ କୋରୋନା ମାଡ; ଖସିଲା ସେନ୍ସେକ୍ସ

ମୁମ୍ବାଇ: ବିଶ୍ୱବ୍ୟାପି କୋରୋନା ଭାଇରସ ଭୟ ଲାଗିଥିବାବେଳେ ଏଥିରୁ ବାଦ୍ ପଡିନି ସେୟାର ମାର୍କେଟ । କୋରୋନା ଯୋଗୁଁ କିଛି ଦିନ ହେବ ଭାରତୀୟ ସେୟାର ମାର୍କେଟ ହ୍ରାସ ପାଇବାରେ ଲାଗିଛି । ଆଜି ସେୟାର ମାର୍କେଟ ଖୋଲିବା ପରେ…
Read More...

ଗିରଫ ହେଲେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା

ମୁମ୍ବାଇ: ଆଜି ଗିରଫ ହେଲେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର । ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ରବିବାର ଭୋରରୁ ଦିବାନ ହାଇସିଂ ଫାଇନାନ୍ସ କର୍ପେରେଶନ ଲିମିଡେଡ (ଡିଏଏଫଏଲ) ସହିତ ଜଡ଼ିତ ମନି ଲଣ୍ଡ୍ରିଙ୍ଗ ଘଟଣାରେ…
Read More...

ଉଜ୍ଜଳା ଯୋଜନା ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ଦେଇଛି ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ମାଇକ୍ରୋସେଭ୍‌, ଗେଟ୍ସ୍…
Read More...

୮୦ ପ୍ରତିଶତ ଖସିଲା ୟେସ ବ୍ୟାଙ୍କ ସେୟାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ କବଜାରେ ୟେସ ବ୍ୟାଙ୍କ । ଟଙ୍କା ଉଠାଣରେ ପ୍ରତିବନ୍ଧକ ଲାଗିବା ସହ ଭାଙ୍ଗିଲା ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳ । ଏହାର ପ୍ରଭାବରେ ଧରାଶାୟୀ ୟେସ ବ୍ୟାଙ୍କ ସେୟାର ସୂଚକାଙ୍କ । ଟେନସନରେ…
Read More...

୨୭ରେ ବ୍ୟାଙ୍କ ଧର୍ମଘଟ

ଚେନ୍ନାଇ: ମେଗା ବ୍ୟାଙ୍କ ମିଶ୍ରଣକୁ ବିରୋଧ । ଆସନ୍ତା ୨୭ରେ ଆନ୍ଦୋଳନରେ ବସିବେ ୨ ପ୍ରମୁଖ ୟୁନିଅନ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଓ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ(ଏଆଇବିଓଏ) । ୟୁନିଅନର ଜଣେ ବରିଷ୍ଠ…
Read More...

ଇପିଏଫ୍ ସୁଧହାର ୦.୧୫% ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌) ର ସୁଧହାର ୦.୧୫% ହ୍ରାସ ପାଇ ୮.୫% କରାଯାଇଛି । ପୂର୍ବରୁ ‘ଇପିଏଫ୍‌’ର ସୁଧ ହାର ଥିଲା ୮. ୬୫%। ଆଜି ଏ ନେଇ କେନ୍ଦ୍ର ଶ୍ରମମନ୍ତ୍ରୀ…
Read More...

କେନ୍ଦ୍ର କ୍ୟାବିନେଟ ବୈଠକ: ୩ ବଡ ଆର୍ଥିକ ନିଷ୍ପତି

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ହୋଇଛି । ଏହି ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରି ନିଆଯାଇଥିବା ନିଷ୍ପତି…
Read More...

ହ୍ରାସ ପାଇଲା ଏଲପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ହୋଲି ପୂର୍ବରୁ ଏଲପିଜି ସିଲିଣ୍ଡରର ଦାମ କମାଇଛନ୍ତି ତୈଳ କମ୍ପାନୀ। ମାର୍ଚ୍ଚ ଆରମ୍ଭରୁ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୫୩ ଟଙ୍କା ଶସ୍ତା ହୋଇଛି। ସେହିପରି ୧୯ କିଲୋଗ୍ରାମର କମର୍ସିଆଲ…
Read More...

ମାର୍ଚ୍ଚରେ ୮ଦିନ ବ୍ୟାଙ୍କ ରହିବ ବନ୍ଦ

ଭୁବନେଶ୍ୱର: ମାର୍ଚ୍ଚ ମାସରେ ୮ଦିନ ବ୍ୟାଙ୍କ ବନ୍ଦ ରହିବ । ପୂର୍ବରୁ ୩ଦିନିଆ ବ୍ୟାଙ୍କ ଧର୍ମଘଟ କରିବା ନେଇ ବ୍ୟାଙ୍କ କର୍ମଚାରୀ ଘୋଷଣା କରିଥିବାରୁ ଛୁଟି ସଂଖ୍ୟା ୧୧କୁ ବୃଦ୍ଧି ପାଇବାର ଆଶା କରାଯାଉଛି । ଏବେ ହେବାକୁ ଥିବା…
Read More...

ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉର୍ଜା କ୍ଷେତ୍ରକୁ ନୂଆ ଶିଖରକୁ ନେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉର୍ଜା କ୍ଷେତ୍ରକୁ ନୂଆ ଶିଖରକୁ ନେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆ-ୟୁଏସ୍ ବିଜନେସ୍ ଷ୍ଟୋରୀ : ସୁଯୋଗ, ନବଉନ୍ମେଷ ଏବଂ…
Read More...

ଜେଏସ୍‌ପିଏଲ ଫାଉଣ୍ଡେସନ ଦ୍ୱାରା ସିଲେଇ  ତାଲିମ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର : ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ ତଥା ଅର୍ଥନୈତିକ ସଶକ୍ତିକରଣ କରାଇବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସପିଏଲ)ର େଓøଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ ସିଏସଆର ଶାଖା ଜେଏସପିଏଲ…
Read More...

କମିବ ଏଲପିଜି ଦର !

ରାୟପୁର: କମିପାରେ ଏଲପିଜି ଦର । ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ମାସରେ କମିପାରେ ଏଲପିଜି । ଆଜି ରାୟପୁର ଏୟାରପୋର୍ଟରେ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଏହି ସଙ୍କେତ ଦେଇଛନ୍ତି…
Read More...