Browsing Category

ଓଡିଶା

କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ନବୀନ

ଭୁବନେଶ୍ୱର: ଗୁଜୁରାଟର ଅହମ୍ମଦାବାଦରେ କୋଭିଡ୍ ହସପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍‌ରେ ନବୀନ ଲେଖିଛନ୍ତି ଯେ, ଦୁର୍ଘଟଣାରେ ସେ ଗଭୀର ଭାବେ ମର୍ମାହତ ।…
Read More...

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଶ୍ରୀ ଓ ତିନି ସହଯୋଗୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ଵର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ମାସେ ପୂରିବାକୁ ବସିଲାଣି କିନ୍ତୁ ଏଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରୁନାହିଁ । ତେଣୁ ପତ୍ନୀ ବିଦ୍ୟାଶ୍ରୀ ଓ ତାଙ୍କ ତିନି ସହଯୋଗୀଙ୍କ ପଲିଗ୍ରାଫ…
Read More...

ଖୋର୍ଦ୍ଧା ଏସ୍‌ପିଙ୍କୁ କରୋନା

ଖୋର୍ଦ୍ଧା: ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁଙ୍କୁ କରୋନା। ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ନେଇ ନିଜେ ଏସ୍‌ପି ସୂଚନା ଦେଇଛନ୍ତି।ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟର ଜଣେ ଷ୍ଟାଫ୍ କରୋନା ସଂକ୍ରମିତ ହୋଇଥିଲେ।…
Read More...

ଆଜି ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଦେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଆଜି କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସୁଷମା ସ୍ୱରାଜଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ…
Read More...

ଆଜି କଟକରୁ ୧୪୩ କରୋନା ପଜିଟିଭ ଚିହ୍ନଟ

କଟକ: ବୁଧବାର କଟକରୁ ୧୪୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୧୪୩ଜଣଙ୍କ ମଧ୍ୟରୁ କଟକ ମାଲଗୋଦାମ୍‌ କଣ୍ଟେନମେଣ୍ଟ ଜୋନ୍‌ରୁ ୬୨ଜଣ ପୁରୁଷ ଓ ୫୦ଜଣ ମହିଳାଙ୍କ…
Read More...

କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଓ କୋଭିଡ ଲଢେ଼ଇ ଲାଗି ଶପଥ ପାଠ

ଝାରସୁଗୁଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ସଂଧ୍ୟାରେ ଝାରସୁଗୁଡା ଜିଲ୍ଲାରେ ଜନସାଧାରଣ କୋଭିଡ ଯୋଦ୍ଧାଙ୍କ ମ୍ରୁତ୍ୟୁକୁ ସ୍ମରଣ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ |ଜିଲ୍ଲା…
Read More...

ବିଜେଡ଼ି କାର୍ଯ୍ୟାଳୟରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ କୋଭିଡ଼୍ ନିୟମ ଅନୁପାଳନ ନିମନ୍ତେ ଶପଥ…

ଭୁବନେଶ୍ୱର: କରୋନା ମହାମାରୀର ଘଡିସନ୍ଧି ମୁହୂର୍ତ୍ତରେ ନିଜ ଘର ପରିବାରକୁ ଭୁଲି ତ୍ୟାଗ ଓ ସମର୍ପଣ ମନୋଭାବ ଘେନି ଦିନ ରାତି ଅନବରତ ଭାବେ ଡ଼ାକ୍ତର, ପାରାମେଡ଼ିକାଲ୍ କର୍ମଚାରୀ, ପୋଲିସ୍, ଅଙ୍ଗନବାଡ଼ି ଓ ଆଶା କର୍ମୀ ଆଦି…
Read More...

ରାମ ରାଜ୍ୟ ପ୍ରତିଷ୍ଠା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜିଠୁ ଆରମ୍ଭ ହୋଇଛି : ସମୀର ମହାନ୍ତି

ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଠାରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତୀକ୍ଷିତ ରାମ ମନ୍ଦିରର ଭୂମି ପୂଜନ କରିଛନ୍ତି । ସାରା ଦେଶର ଜନତା ରାମ ମନ୍ଦିର ଭୂମି ପୂଜନ ଦୃଶ୍ୟକୁ ଦେଖିବା ସହ…
Read More...

ନିଖିଳ ଭାରତ ମାଲାୟାଲୀ ସଂଘ ଓଡ଼ିଶା ଶାଖା ତରଫରୁ କୋଭିଡ ଲଢ଼େଇରେ ସହଯୋଗ

ଭୁବନେଶ୍ୱର: ନିଖିଳ ଭାରତ ମାଲାୟାଲୀ ସଂଘ ଓଡ଼ିଶା ଶାଖା ତରଫରୁ କୋଭିଡ ଲଢ଼େଇେ ସହଯୋଗ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜି ରାଜ୍ୟ ଲୋକସେବା ଭବନଠାରେ ସଂଘର ସଂପାଦକ…
Read More...

ଅଧିକ ସାର ଯୋଗାଇଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର:  କୋଭିଡ୍‌-୧୯ ସ୍ଥିତିରେ ଚଳିତ ଖରିଫ୍‌ ଚାଷ ନିମନ୍ତେ ଚାଷୀମାନେ ଯେପରି ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଠିକଣା ସମୟରେ ଓ ଧାର୍ଯ୍ୟ ଦରରେ ପାଇପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସ୍ତରରେ ତଦାରଖ ବ୍ୟବସ୍ଥାକୁ…
Read More...

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ; ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର:ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼କୁ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ,…
Read More...

ମାଲଗୋଦାମ ଖୋଲିବା ନେଇ ଗାଇଡଲାଇନ୍ ଜାରି

କଟକ: ମାଲଗୋଦାମ ସଂଲଗ୍ନ ବେହେରାସାହିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୩ଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବ। କଟକ ଚାମ୍ବର ଅଫ କମର୍ସର ଚିଠି ଆଧାରରେ ସିଏମସି ଏହି ନିଷ୍ପତ୍ତି ନେଇଛି।ସିଏମସିର ନିଷ୍ପତ୍ତି…
Read More...

ଆଜି ଭୁବନେଶ୍ୱରରୁ ୧୩୭ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୩୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୩ ଜଣ କ୍ୱାରେଣ୍ଟାଇନ, ୨୪ ଲୋକାଲ କେସ୍ ରହିଛି।Update on newly detected & cured #COVID19 cases…
Read More...

ଅଗଷ୍ଟ ୩୧ ଯାଏଁ ରାଉରକେଲା ମହାନଗର ନିଗମ ଅଫିସ ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ମନା

ରାଉରକେଲା: ରାଉରକେଲା ମହାନଗର ନିଗମ ଅଫିସ୍‌କୁ ପ୍ରବେଶ ମନା । ସାଧାରଣ ଲୋକଙ୍କୁ ଆର୍‌ଏମ୍‌ସି ଅଫିସ ଯିବାକୁ ବାରଣ କରାଯାଇଛି । ଅଫିସରରେ ୪ ଜଣ ଇଂଜିନିୟରଙ୍କ ସହ କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ…
Read More...