Browsing Category

ଓଡିଶା

ଶ୍ରୀଜୀଉଙ୍କ ମସ୍ତକରେ ଲାଗି ହେଲା ରତ୍ନଖଚିତ ସୁବର୍ଣ୍ଣ ଚିତା

ପୁରୀ:ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ଚିତାଲାଗି ଅମାବାସ୍ୟା । ଏହି ଅବସରରେ ଶ୍ରୀଜୀଉଙ୍କ ମସ୍ତକରେ ଲାଗି ହୋଇଛି ରତ୍ନଖଚିତ ସୁବର୍ଣ୍ଣ ଚିତା । ଗତ ସ୍ନାନପୁର୍ଣ୍ଣିମା ଓ ଘୋଷଯାତ୍ରାରେ ଶ୍ରୀଜୀଉଙ୍କ ମସ୍ତକରୁ ଏହି ଚିତାକୁ…
Read More...

ଉତ୍ତର ଓଡ଼ିଶାରେ ବନ୍ୟା ଆସିବା ଆଶଙ୍କା: ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଲଘୁଚାପ ଯୋଗୁଁ ଆସନ୍ତା କାଲି ଠାରୁ ପ୍ରବଳ ବର୍ଷିା ହେବ । ବିଶେଷକରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି। ୨୬ ତାରିଖ ଯାଏଁ ରହିବ ପ୍ରଭାବ। ବର୍ଷା ହେବା କାରଣରୁ ବୈତରଣୀ, ବୁଢାବଳଙ୍ଗ,…
Read More...

ପୁଣି ୨୪ ଘଣ୍ଟା ବର୍ଷିବ

ଭୁବନେଶ୍ବର:ଦକ୍ଷିଣ ବାଙ୍ଗଲାଦେଶ, ପଶ୍ଚିମବଙ୍ଗ ଓ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ସାରା ରାଜ୍ୟରେ…
Read More...

ଶବ ରଖି ରାସ୍ତା ଅବରୋଧ

ଜୟପୁର: ଗତ କାଲି ଜମିଜମା ବିବାଦରୁ ଘଟିଥିବା ଗାଗନାପୁର ଦ୍ୱୈତ ନରହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରି ରବିିବାର ସାଢ଼େ ବାରଟାବେଳେ ଶବ ସହ ରାଜପଥ ଅବରୋଧ କରାଯାଇଛି। ନିହତ ଲକ୍ଷ୍ମଣ ଓ ହିରନ୍‌ ବାଗ୍‌ଙ୍କ…
Read More...

କୂଅରୁ ଉଦ୍ଦାର ହେଲେ ତିନି ଭାଲୁ

ମାଲକାନାଗିରୀ : କୂଅରେ ପଡିଯାଇଥିଲେ ଭାଲୁ । ବାହାରିବାକୁ ଆଉଟୁ ପାଉଟୁ ହେଇଥିଲେ । ମାଲକାନାଗିରୀ ଜିଲ୍ଲା ବାଲିମେଳା ଥାନା ଅଞ୍ଚଳର କୋଣ୍ଡେଲ ଗାଁରେ ଏମିତି ଅକଳରେ ପଡିଥିଲେ ଭାଲୁ । କୋଣ୍ଡେଲ ଗାଁ ନିକଟରେ ଥିବା ଏକ କୁଅରୁ…
Read More...

ପହଣ୍ଡି ବେଳେ ଦେବୀ ସୁଭଦ୍ରାଙ୍କୁ ସ୍ପର୍ଶ ଉଦ୍ୟମ ଘଟଣା : ବୌଦ୍ଧ ଥାନା ଅଧିକାରୀ ଅମୂଲ୍ୟ ଧର ସସ୍ପେଣ୍ଡ

କଟକ:ନିଳାଦ୍ରୀବିଜେ ପହଣ୍ଡି ସମୟରେ ଦେବୀ ସୁଭଦ୍ରାଙ୍କୁ ସ୍ପର୍ଶ ଉଦ୍ୟମ ଘଟଣାରେ ବୌଦ୍ଧ ଥାନା ଅଧିକାରୀ ଅମୂଲ୍ୟ କୁମାର ଧରଙ୍କୁ ସସ୍ପେଣ୍ଡ କରାଯାଇଛି । ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ରିପୋର୍ଟ ଆଧାରରେ ଆକ୍ସନ ନେଇଛନ୍ତି…
Read More...

୪୮ ଘଣ୍ଟାରେ ଉପକୂଳରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା…
Read More...

ଓଡିଶାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା,ଏନସଜି ଟିମର ବୈଠକ

ଭୁବନେଶ୍ୱର : ଓଡିଶାରେ ବି ହୋଇପାରେ ଆତଙ୍କବାଦୀ ଆକ୍ରଣ । ବିଶେଷକରି ଧାର୍ମିକ ପୀଠ ଗୁଡିକୁ ଆସୁଥିବା ଯାତ୍ରୀଙ୍କ ଉପରେ ଆକ୍ରମଣର ଭୟ ଅଧିକ ରହିଛି । ନିକଟରେ ଜାମ୍ମୁ-କାଶ୍ମୀରେ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ…
Read More...

ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଭେଟେରାନ ଓ ସେମାନଙ୍କର ବିଧବାଙ୍କୁ ଦିଆଯାଉଥିବା ଭତ୍ତା ରାଶି ବୃଦ୍ଧି

ଭୁବନେଶ୍ୱର: ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଭେଟେରାନ ଓ ସେମାନଙ୍କର ବିଧବାଙ୍କୁ ଦିଆଯାଉଥିବା ଭତ୍ତା ରାଶିକୁ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପେନ୍‌ସନ୍‌ ରାଶିକୁ ବୁଧବାର ବୃଦ୍ଧି…
Read More...

ପୁଲିସ ବିଭାଗରେ ୨ଶହ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ

ଭୁବନେଶ୍ୱର: ଓଡିଶା ପୋଲିସରେ ଦୁଇ ଶହ ନୂଆ ନିଯୁକ୍ତି ହେବ । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୨ଶହ ନୂଆ ପୋଲିସ ପଦବୀ ଲାଗି ମଂଜୁରୀ ଦେଇଛନ୍ତି । ଏହି ୨ ଶହ ନୂଆ ପଦବୀ ଭିତରେ ରହିଛି ୧୦ ସବ୍ ଇନିସପେକ୍ଟର, ୨୦…
Read More...

ରୁରାଲ ହାଉସିଂ ସ୍କିମରେ ହଜାରେ କୋଟିର ପିସି ଆକଳନ,ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର:ପଞ୍ଚାୟତିରାଜ ବିଭାଗରେ ହଜାରେ କୋଟିରୁ ଅଧିକ ଟଙ୍କାର ହାଉସିଂ ସ୍କାମ୍ । ଗ୍ରାମାଞ୍ଚଳ ହାଉସିଂ ଯୋଜନାରେ ଯେଉଁ ପିସି କାରବାର ହୋଇଛି, ତାହା ଆକଳନ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଗରିବ ଲୋକଟେ ସରକାରୀ…
Read More...

ଅଜଣା ଜନ୍ତୁଙ୍କ ଆକ୍ରମଣରେ ମେଣ୍ଢା ମୃତ୍ୟୁ ଘଟଣା: ହାତ ଟେକିଦେଲେ ସରକାର

ଭୁବନେଶ୍ବର: ଅଜଣା ଜନ୍ତୁଙ୍କ ଆକ୍ରମଣରେ ମେଣ୍ଢା ମୃତ୍ୟୁ ଘଟଣାରେ ହାତ ଟେକିଦେଲେ ସରକାର । ରାଜ୍ୟ ଜଙ୍ଗଲ ବିଭାଗ ଜନ୍ତୁଙ୍କୁ ଧରିବାରେ ପେଲ ମାରିବା ପରେ ଏବେ ସରକାର ଭରସା କରିଛନ୍ତି Wild life institute of indiaରୁ…
Read More...

ଭିତର କନିକା ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ନପାଇବା ପ୍ରସଂଗ:ତୃଟି ମାନିଲେ ମନ୍ତ୍ରୀ ,କହିଲେ ତିନୋଟି କାରଣ ଦାୟୀ…

ଭୁବନେଶ୍ବର:ଜୌବ ବିଭିଦତାରେ ପରିପୂଣ୍ଣ ଓଡିଶାର ଜାତୀୟ ଉଦ୍ୟାନ ଭିତରକନିକା । ବଉଳା କୁମ୍ଭିର ଓ ଗହୀର ମଥା ଅଲିଭ ରିଡଲେ କଇଁଛ ପାଇଁ ସାରା ବିଶ୍ବରେ ପରିଚତ ଏହି ଜାତୀୟ ଉଦ୍ୟାନ । ହେଲେ ଏବେ ଏହି ଜାତୀୟ ଉଦ୍ୟାନ ବିଶ୍ବ…
Read More...

୪ ମାସ ମଧ୍ୟରେ ଜଗମୋହନ ମରାମତି ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ,ସେପଟେ ୧୪ରୁ ୮ ଘଣ୍ଟା ଲେଖାଏଁ କାମ କରିବାକୁ…

ଭୁବନେଶ୍ବର:୪ ମାସ ମଧ୍ୟରେ ଜଗମୋହନ ମରାମତି ଶେଷକର । ASI ଓ ପୂର୍ତ୍ତ ବିଭାଗକୁ ଏମିତି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅଚାନକ ପୁରୀ ଗସ୍ତରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଜଗମୋହନ ମରାମତି…
Read More...