Browsing Category

ଓଡିଶା

ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗିପୁର ଏକ ଭଡ଼ା ଘରୁ ଜଣେ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ଏକ ହତ୍ୟା କିମ୍ବା ଆତ୍ମହତ୍ୟା ଓ ଏହା ପଛରେ ଥିବା ଘଟଣା ନେଇ ସନ୍ଦେହ ବଢିବାରେ ଲାଗିଛି ।
Read More...

ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲା : ମାନବାଧିକାର କମିସନ୍‌ ଓ ମହିଳା କମିସନ୍‌ଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ବର : ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି। ବିଧାୟକ ମହମ୍ମଦ ମୋକିମ୍‌ଙ୍କ ନେତୃତ୍ବରେ କଂଗ୍ରେସର ଏକ ଅନୁସନ୍ଧାନକାରୀ ଦଳ ଗତକାଲି
Read More...

ସୋମବାର କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର : ଆସନ୍ତା ୨୧ ତାରିଖ ସୋମବାର ଦିନ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ହେବ। ତେବେ କ୍ୟାବିନେଟ୍‌ର ଏଜେଣ୍ଡା
Read More...

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ:କିଛିଦିନର ନିରବତା ପରେ ପୁଣି ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଅସୁରକ୍ଷିତ ଭାବେ ଥିବା ମାର୍କେଟ୍ ଉଚ୍ଛେଦ କରାଯାଉଛି ।ରାଜ୍ୟ ସରକାର ପୁରୀକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବା ପାଇଁ
Read More...

ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ମହାତ୍ମାଗାନ୍ଧୀଙ୍କ ଉପଦେଶ ଓ ଆଦର୍ଶ ସାରା ବିଶ୍ୱ ପାଇଁ ଶିକ୍ଷଣୀୟ ହୋଇଥିବା ବେଳେ ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ ବୋଲି ଶନିବାର ଅନୁଗୁଳ ଜିଲ୍ଲା ଧକୁଟାରୁ ଶଙ୍କରପୁର ଛକ
Read More...

ମହିଳାଙ୍କ ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି କରା ନ ଯାଉ:ବିଜେଡି

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଭିଏଲ୍‍ଡବ୍ଲ୍ୟୁ ମୃତ୍ୟୁ ଘଟଣାର ପୁଲିସ୍‍ ତଦନ୍ତ ଜୋରଦାର ଭାବେ ଚାଲିଥିବାବେଳେ ବିରୋଧିଦଳ ଗୁଡିକ ଏହାକୁ ରାଜନୈତିକ ରଙ୍ଗ ଦେଇ ତଦନ୍ତକୁ ବାଟବଣା ନକରିବାକୁ ବିଜେଡି ସାଂସଦ
Read More...

ଘର ନିର୍ମାଣ ଚାଲିଥିବାବେଳେ ଅଘଟଣ: ୨ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ଏକ ଘର ନିର୍ମାଣ କାମ ଚାଲିଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ନିର୍ମାଣାଧୀନ ଘରର କାନ୍ଥ ଭୁଷୁଡ଼ି ପଡ଼ିବା ଫଳରେ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି।
Read More...

୧୩୫ ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା, ୧୪ଟିରେ ଲାଗିବ ସିସିଟିଭି

ଭୁବନେଶ୍ୱର: ଆଗାମୀ ୨୧ତରିଖରେ ବିଜେପୁର ଉପନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛି ବରଗଡ଼ ଜିଲ୍ଲା ପ୍ରଶାସନ । ଉପନିର୍ବାଚନ ପାଇଁ ବିଜେପୁରରେ ହୋଇଛି ୨୮୫ଟି ପୁଲିଂ ବୁଥ୍‌ । ଏହା ମଧ୍ୟରୁ
Read More...

ପୂର୍ବତନ ବିଧାୟକଙ୍କୁ ନୋଟିସ୍: ୩ ଦିନ ଭିତରେ କ୍ୱାର୍ଟର୍ସ ନ ଛାଡ଼ିଲେ ଏଫଆଇଆର

ଭୁୁବନେଶ୍ୱର: ସରକାରୀ କ୍ୱାର୍ଟର୍ସ ମାଡ଼ି ରହିଥିବା ପୂର୍ବତନ ବିଧାୟକମାନଙ୍କ ପାଇଁ ଚରମବାଣୀ । ୩ ଦିନ ଭିତରେ ସେମାନେ ଘର ନ ଛାଡ଼ିଲେ ପୁଲିସରେ ଏତଲା ଦିଆଯିବ । ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର ଆଜି ଏହି ନିର୍ଦ୍ଦେଶାନାମା
Read More...

କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଝାରସୁଗୁଡ଼ା : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ପଞ୍ଚାୟତ ଅଫିସର ମୁଖ୍ୟ କିରାଣି ବେଣୁଧର ଛଛାନଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ବଢ଼େଇମୁଣ୍ଡାରେ ଥିବା ତାଙ୍କ ବାସଭବନ,
Read More...

ଲାଞ୍ଚ ନେଇ ନିଲମ୍ବିତ ହେଲେ ଶ୍ରମି ବିଭାଗ କିରାଣୀ

ଭୁବନେଶ୍ୱର:ଶ୍ରମ ବିଭାଗ କିରାଣୀଙ୍କୁ ଲାଂଚ ମାଗିବା ମହଙ୍ଗା ପଡ଼ିଛି । ଜଣେ ଶ୍ରମ ବିଭାଗ କିରାଣୀ ଖୋଲାଖୋଲି ଲାଞ୍ଚ ମାଗୁଥିବା ଭିଡ଼ିଓ ପ୍ରଚାରିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ବନ କରାଯାଇଛି । 
Read More...

ସ୍ମିତାରାଣୀଙ୍କ ହତ୍ୟା ପୂର୍ବରୁ ହୋଇଛି ଗଣଦୁର୍ଷ୍କମ, ସିବିଆଇ ତଦନ୍ତ ହେଲେ ସତ ବାହାରିବ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ଅସହାୟ ଏବଂ ଅସୁରକ୍ଷିତ ହୋଇପଡିଛନ୍ତି । ଶାସକ ଦଳର ନେତା, କର୍ମୀ ଏବଂ ସେମାନଙ୍କ ସଂର୍ପକୀୟମାନେ ମହିଳାମାନଙ୍କ ସହ ଅକଥନୀୟ ଅତ୍ୟାଚାର କରିଚାଲିଛନ୍ତି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ପରେ
Read More...

୨ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ

ପୁରୀ : ପୁରୀ ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ହେବାକୁ ଥିବାରୁ ୨ଘଣ୍ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ଶ୍ରୀଜିଉ । ନୀତି ପାଇଁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କୁ
Read More...

ଆଜି ପରୀକ୍ଷାର୍ଥୀଙ୍କ ପାଇଁ ପୁରୀ-ରାୟପୁରକୁ ଗଡ଼ିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍‌

ପୁରୀ : ପରୀକ୍ଷା ସମୟରେ ଟ୍ରେନ୍‌ରେ ହେଉଥିବା ଭିଡ଼ ପାଇଁ ପରୀକ୍ଷାର୍ଥୀମାନଙ୍କୁ ଯାତାୟତରେ ଅସୁବିଧା ହୋଇଥାଏ । ଏହି ସମସ୍ୟାକୁ ଆଖି ଆଗରେ ରଖି କିଛି ଦିନ ତଳେ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଲୁ କରାଯାଇଥିବା ବେଳେ କାଲି
Read More...