Browsing Category

ଓଡିଶା

କାନ୍ଥ ଡେଇଁ କରୋନା ରୋଗୀ ଫେରାର

ନବରଙ୍ଗପୁର: କାନ୍ଥ ଡେଇଁ ଛୁ ମାରିଲେ କରୋନା ରୋଗୀ। ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲର କାନ୍ଥ ଡେଇଁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଗତକାଲି ସକାଳୁ ଖସିପଳାଇଛନ୍ତି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର…
Read More...

ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନି :ସମୀର ମହାନ୍ତି

ଭୁବନେଶ୍ୱର: ଆଜି ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୧୯ ତମ ଜନ୍ମଜୟନ୍ତୀ । ୧୯୦୧ ଜୁଲାଇ ୬ ତାରିଖରେ ଡ. ମୁଖାର୍ଜୀ ଜନ୍ମଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପି…
Read More...

ଆସନ୍ତାକାଲିଠୁ କଟକରେ ହେବ ଆଣ୍ଟିଜେନ୍ ଟେଷ୍ଟ

କଟକ: ଆସନ୍ତାକାଲିଠୁ କଟକରେ ହେବ ଆଣ୍ଟିଜେନ୍ ଟେଷ୍ଟ। କଟକରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍…
Read More...

ବିଧାନସଭାର କମିଟି ବୈଠକ ବାତିଲ

ଭୁବନେଶ୍ୱର: ବିଧାନସଭାର ବିଭିନ୍ନ କମିଟିର ବୈଠକ ବାତିଲ କରାଯିବା ନେଇ ନିଷ୍ପତ୍ତି ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗତମାସରେ ବିଧାନସଭାର ବିଭିନ୍ନ କମିଟି ବୈଠକ…
Read More...

କଟକରୁ ଆଜି ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ମହାନଗରରୁ ଆଜି ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ୩ କରୋନା ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରୁ ଜଣେ ପେଡ୍‌ କ୍ୱାରେଣ୍ଟିନରେ ଥିବା…
Read More...

ଜେଲ ଗଲେ ବୀରମିତ୍ରପୁର ବହିଷ୍କୃତ ଆଇଆଇସି ଆନନ୍ଦ ମାଝୀ

ଭୁବନେଶ୍ୱର: ୧୮ ତାରିଖ ପର୍ଯ୍ୟନ୍ତ ଜେଲ ଗଲେ ବୀରମିତ୍ରପୁର ବହିଷ୍କୃତ ଆଇଆଇସି ଆନନ୍ଦ ମାଝୀ । ରିମାଣ୍ଡ ପରେ ଆଜି ଆନନ୍ଦଙ୍କୁ କୋର୍ଟରେ କ୍ରାଇମବ୍ରାଂଚ ହାଜର କରିଥିଲା । ପୋକ୍ସୋ କୋର୍ଟଙ୍କ ନିର୍ଦ୍ଦେଶରେ ବିଚାର ବିଭାଗୀୟ…
Read More...

ଭୁବନେଶ୍ୱରରୁ ୧୭ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଯାଇଛି। ୧୭ରୁ ୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୦ଟି ଲୋକାଲ କଣ୍ଟାକ୍ଟ କେସ୍‌ । ସେମାନଙ୍କ ବ୍ୟତୀତ ୨ ଜଣ କୋଭିଡ଼ ଯୋଦ୍ଧା ଅଛନ୍ତି।Update on…
Read More...

ରାଜ୍ୟର ପ୍ରଥମ: ବିଧାୟକଙ୍କଠାରେ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ୱର: ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ପଜିଟିଭ ଆସିଥିବା ନେଇ ଏନେଇ ସଂପୃକ୍ତ ବିଧାୟକ…
Read More...

ରେଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଆରଏମଆରସି (ରେଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର)କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆରଏମଆରସି ୧ ଲକ୍ଷ କରୋନା ନମୁନା ପରୀକ୍ଷଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…
Read More...

ଝାରସୁଗୁଡ଼ାରେ ୩ କ୍ଲିନିକ୍‌ ସିଲ୍‌

ଝାରସୁଗୁଡା: ଗତକାଲି ଦ୍ୱିତୀୟ ଦିନ ସଟ୍‌ଡାଉନ୍‌ ଶୃଙ୍ଖଳିତ ଭାବରେ ଶେଷ ହୋଇଥିବାର ଖବର ମିଳିଛି। ଝାରସୁଗୁଡ଼ା ସହର ସମେତ ସାରା ଜିଲ୍ଲାରେ ଲୋକେ ଏହି ସଟ୍‌ଡାଉନ୍‌ ବେଳେ ସହଯୋଗ କରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।…
Read More...

ଶିଶୁଭବନ ଆଉଟଡୋର ବନ୍ଦ

କଟକ : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି । କଟକ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଗତକାଲି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କଟକ ଶିଶୁଭବନ ଆଉଟଡ଼ୋର ବନ୍ଦ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା…
Read More...

ବନ୍ଦ ହେଲା ହୀରାକୁଦର ୬ ଗେଟ୍

ସମ୍ବଲପୁର : ଉପର ମୁଣ୍ଡରେ ଅଧିକ ବର୍ଷା ଆଶଂକା କରି ଶନିବାର ସଂଧ୍ୟାରେ ହୀରାକୁଦ ବନ୍ଧର ଅଧିକ ୫ଟି ଗେଟ୍ ଖୋଲି ଆଗୁଆ ଜଳ ନିଷ୍କାସନ କରା ଯାଇଥିଲା। କିନ୍ତୁ ଆଶା ଅନୁଯାୟୀ ବର୍ଷା ନହେବା ତଥା ହୀରାକୁଦରେ ଜଳ ପ୍ରବେଶ…
Read More...

ଗଞ୍ଜାମରେ ୪ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ୪ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଅଛନ୍ତି। ଏନେଇ ଟ୍ୱିଟ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ।We…
Read More...

ଆଜି ‌ଶ୍ରାବଣ ମାସର ପ୍ରଥମ ସୋମବାର

ଭୁବନେଶ୍ୱର : ଆଜି ‌ଶ୍ରାବଣ ମାସର ପ୍ରଥମ ସୋମବାର। ଆଜି ଓଡ଼ିଶାର ପ୍ରତିଟି ଶିବ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ସମାଗମ ହୋଇଥାନ୍ତା। ବିଶେଷ କରି ବୋଲ୍‌ବମ୍‌ ଭକ୍ତ(କାଉଡ଼ିଆ)ମାନେ ଜଳ ଲାଗି କରିବା ପାଇଁ ଭିଡ଼ ଜମାଇଥାନ୍ତେ।…
Read More...