• ସାଧୁଙ୍କ ପତ୍ନୀ ଓ ମନ୍ତ୍ରୀ!

    ଜଣେ ନାଗା ସାଧୁଙ୍କ ପରିବାର ସହ ଜଣେ ମନ୍ତ୍ରୀଙ୍କ ସଂପର୍କକୁ ନେଇ ଏବେ କେବଳ ପାଓାର କରିଡୋର କାହିଁକି ସାରା ରାଜଧାନୀରେ ଚର୍ଚ୍ଚା ଚାଲିଛି । ଏହି ମନ୍ତ୍ରୀ ଜଣଙ୍କ ଜଣେ କମ ବୟସର ନାଗା ସାଧୁଙ୍କ ପତ୍ନୀଙ୍କ ସହ କୁଆଡେ ସଂପର୍କ ରଖିଥିବା ନେଇ ଚର୍ଚ୍ଚା ଚାଲିଛି । ସେଥିଲାଗି ତାଙ୍କ ଘରକୁ ସେ ବାରମ୍ବାର ଯିବା ଆସିବା କରୁଛନ୍ତି । ଏହି ମନ୍ତ୍ରୀଙ୍କର ସରକାରରେ ସେତେଟା...
  • ରସିକିଆ ମନ୍ତ୍ରୀ ! ସାମ୍ବାଦିକାଙ୍କୁ ସାଙ୍ଗରେ ନେଇ ଜିଲ୍ଲା ଗସ୍ତ

    ରାଜ୍ୟର ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା । ଆଉ ଏହି ଚର୍ଚ୍ଚାକୁ ମନ୍ତ୍ରୀଙ୍କ ଅଫିସ୍ କୁଆଡ଼େ ଅଧିକ ପ୍ରଚାର ପ୍ରସାର କରୁଛି । ଶୁଣିବାକୁ ମିଳୁଛି, ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଏବେ ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଛନ୍ତି । ସାଂଗଠନିକ କାର୍ଯ୍ୟରେ ଉକ୍ତ ଜିଲ୍ଲା ଗସ୍ତରେ ମନ୍ତ୍ରୀ ମାସକୁ ଥରେ-ଦୁଇଥର ଯିବା...
  • ମୋଦି ସ୍ମାର୍ଟ ପ୍ରଧାନମନ୍ତ୍ରୀ

    ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡା କାହଁକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ ସ୍ମାର୍ଟ । ମୋଦିଙ୍କ ଉପରେ କାହିଁକି ଫିଦା ହୋଇଛନ୍ତି ଦେବେଗୌଡା । କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ମୈଦାନକୁ ମୋଦି ଓହ୍ଲାଇବା ପରେ ପୂରା ମାହୋଲ ଏବେ ଯେମିତି ବିଜେପି ସପକ୍ଷରେ । ନିର୍ବାଚନ ପ୍ରଚାରେ ନା ବିଜେପି ନା ଜେଡିଏସ ପରସ୍ପର ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେଉଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ତ ମୋଦି...
  • କାହିଁକି ବଦଳିଲେ ସଚିବ

    ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଅଚାନକ ଉଚ୍ଚଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ବଦଳି ହେଲା । ଜିଭିଭି ଶର୍ମାଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟ ଓ ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଲା । ବ୍ଲକ୍ଗ୍ରାଂଟ୍ ଶିକ୍ଷକ ଓ ଅଧ୍ୟାପକଙ୍କ ଦ୍ୱାରା ଦାଖଲ ହେବାକୁ ଥିବା ସତ୍ୟପାଠକୁ ନେଇ ଜିଭିଭି ଶର୍ମା ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁ ତାଙ୍କର...
  • ବିଜେଡିରେ ଟିକେଟ ଲଡ଼ୁ

    ବିଜେଡିରେ ଏବେ ସବୁ ଛାମୁଆ ସଂଗଠନର ପଦାଧିକାରୀ କୁଆଡ଼େ ସାଧାରଣ ନିର୍ବାଚନ ପାଇଁ ଟିକେଟ୍ ଲବି ଜୋରଦାର କରୁଛନ୍ତି । ବିଶେଷକରି ଦଳର ଛାତ୍ର ଓ ଯୁବ ସଂଗଠନରେ ଥିବା ଅଧିକାଂଶ କୁଆଡ଼େ ଏବେଠୁ ନିଜ ନିଜ ନିର୍ବାଚନମଣ୍ଡଳୀ ମୁହାଁ ହେଲେଣି । ସେମାନଙ୍କର ସମ୍ପର୍କ ତୃତୀୟ ମହଲା ସହ ବେଶ୍ ଘନିଷ୍ଠ ବୋଲି ସନ୍ଦେଶ ଦେଇ ଏହି ଯୁବ ଓ ଛାତ୍ର ନେତା-ନେତ୍ରୀମାନେ କୁଆଡ଼େ ଏବେଠୁ ସେମାନେ...
  • ଲାଲୁଙ୍କ ନୋ ଟେନସନ୍

    ଇଣ୍ଡିଆନ ପଲିଟିକ୍ସରେ ଲାଲୁ ଯାଦବ ଏକ ଭିନ୍ନ ଚରିତ୍ର। କିନ୍ତୁ ଆରଜେଡି ମୁଖ୍ୟ ଲାଲୁ ଯାଦବ ଗୋଖାଦ୍ୟ ଦୁର୍ନିତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଲାଲୁଙ୍କ ନୂଆ ଠିକଣା ପାଲଟିଛି ରାଂଞ୍ଚିର ସେଣ୍ଟ୍ରାଲ ଜେଲ .ନିକଟରେ ଅସୁସ୍ଥତା କାରଣରୁ ତାଙ୍କୁ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସରେ ଭର୍ତି କରାଯାଇଥିଲା। ଡାକ୍ତରଖାନାରେ ତାଙ୍କ କିଡ୍ନି ଷ୍ଟୋନ ହୋଇଥିବା ଜଣା ପଡିଲା। ତେବେ ଅପରେସନ ପରେ କାଶ ସମସ୍ୟାରେ ପୀଡିତ...
  • ବିଚରା ଏମ୍ଭିଆଇ

    ପ୍ରଭାବଶାଳୀ ପ୍ରଶାସକଙ୍କ ଗାଡ଼ିକୁ ଅଟକାଇଲେ ତା’ର ପରିଣତି କେତେ ସାଂଘାତିକ ହୁଏ, ତାହା ଏବେ ଜଣେ ଏମ୍ଭିଆଇ ମର୍ମେ ମର୍ମେ ଅନୁଭବ କରୁଛନ୍ତି। ରାଜ୍ୟର ସବୁଠୁ ପାଓ୍ବାରଫୁଲ୍ ପ୍ରଶାସକ ଭାବେ ପରିଚିତ ଅଫିସ୍ର ଜଣକ ଗତ ୩/୪ଦିନ ତଳେ ରାତିରେ ଖୋଦ୍ର୍ଧା ଉପକଣ୍ଠ ଅଞ୍ଚଳରୁ ଭୁବନେଶ୍ବରକୁ ଫେରୁଥିଲେ। ଭୁବନେଶ୍ବର-ଖୋଦ୍ର୍ଧା ରାସ୍ତାରେ ଜଣେ ଜୁନିଅର ଏମ୍ଭିଆଇ ବିଭିନ୍ନ ଗାଡ଼ିକୁ ଯାଞ୍ଚ କରୁଥାନ୍ତି। ସ୍ବାଭାବିକ ଭାବେ ସେହି ବାଟରେ ଫେରୁଥିବା ପ୍ରଶାସକଙ୍କ...
  • ମନ୍ରୀଙ୍କ ପିଏସ୍ଙ୍କ ସମ୍ପତ୍ତ

    ରାଜ୍ୟର ଜଣେ ରାଷ୍ଟ୍ରମନ୍ରୀଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ଭାବେ କାର୍ଯ୍ୟରତ ଜଣେ ବରିଷ୍ଠ ଓଏଏସ୍ ଅଫିସ୍ରଙ୍କ ସµତିରେ ଆଖôଦୃଶିଆ ବୃଦ୍ଧିକୁ ନେଇ ଏବେ ଚଚ୍ର୍ଚା। ଏହି ଅଫିସର ଜଣକ ନିକଟରେ ଭୁବନେଶ୍ବରର ରସୁଲଗଡ଼ ଛକ ଠାରେ ପ୍ରାୟ ଦେଢ଼କୋଟି ଟଙ୍କା ଦେଇ ଏକ ପ୍ଲଟ୍ କ୍ରୟ କରିଛନ୍ତି। ତା’ସହିତ ଏକ କµାନୀରେ ମଧ୍ୟ ମୋଟା ପରିମାଣର ପୁଞ୍ଜି ନିବେଶ କରିଥିବା ଶୁଣିବାକୁ ମିଳୁଛି। ଏହି ଅଫିସର ଜଣକ ବିଡିଓ ଥିବାବେଳେ...
  • ମିନିଷ୍ଟ୍ରି ଚେଞ୍ଜ୍ ହେବନି

    ରାଜ୍ୟ ମନ୍ରିମଣ୍ଡଳକୁ ପୁଣିଥରେ ଫେରିବା ପାଇଁ ଉଦ୍ୟମ କରୁଥିବା ୪ ଯୁବନେତା ଏବେ ‘କ୍ଷମତାକେନ୍ଦ୍ର’ଙ୍କ ଉପରେ କ୍ଷୁବ୍ଧ। ଶୁଣିବାକୁ ମିଳୁଛି ଏହି ୪ ନେତା କୁଆଡ଼େ ପୁଣିଥରେ ମନ୍ରିମଣ୍ଡଳକୁ ଫେରିବା ପାଇଁ କ୍ଷମତାକେନ୍ଦ୍ରକୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲେ। ଏପରିକି ସେମାନେ ମନ୍ରିମଣ୍ଡଳକୁ ଫେରିବାକୁ ମୁଖ୍ୟମନ୍ରୀ ବି ସମ୍ମତି ଦେଇଥିଲେ। କିନ୍ତୁ ଦଳର ଅନ୍ୟ କିଛି ନେତା କୁଆଡ଼େ ଏବେ ମନ୍ରିମଣ୍ଡଳ ଅଦଳବଦଳ କରି ଏହି ବିବାଦୀୟ ଯୁବନେତାଙ୍କୁ...