• ଖୋଲିଲା ବିଜେପିର ୨୪ ଘଂଟିଆ ନିର୍ବାଚନ ପ୍ରକୋଷ୍ଠ

    ଭୁବନେଶ୍ୱର : ଆଜିଠୁ ଖୋଲିଲା ବିଜେପିର ୨୪ ଘଂଟିଆ ନିର୍ବାଚନ ପ୍ରକୋଷ୍ଠ । ଆଗାମୀ ସାଧାରଣ ନିର୍ବାଚବକୁ ଦୃଷ୍ଟିରେ ରଖି ଏହି ପ୍ରକୋଷ୍ଠ ଖୋଲାଯାଇଛି । ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ, ଆଦର୍ଶ ଆଚାରଣ ସଂହିତା ଉଲ୍ଲଘଂନ କରୁଥିବା ସରକାର ବିରୁଦ୍ଧରେ କାର୍ଯ୍ୟପନ୍ଥା, ନିର୍ବାଚନ ସମୟରେ ସରକାରୀ କଳର ଅପବ୍ୟବହାର ଉପରେ ଦୃଷ୍ଟିରଖିବା, ନିର୍ବାଚନ କମିଶନ, ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବା ଆଦି କାର୍ଯ୍ୟରେ ଏହି...
  • ‘ସୁନେତ୍ର’କୁ ତ୍ୱରାନ୍ୱିତ ଲାଗି ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

    ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସୁନେତ୍ରର ସମୀକ୍ଷା ଭୁବନେଶ୍ୱର : ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ସୁନେତ୍ର)କୁ ତ୍ୱରାନ୍ୱିତ ଲାଗି ସ୍ୱାସ୍ଥ୍ୟ ଓ ପିରବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଚିବାଳୟ ଠାରେ ଯୋଜନାର ସମୀକ୍ଷା କରି ସଚିବ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯିଏ କି ବିଶ୍ୱ...
  • କଂଗ୍ରେସ ଇସାରାରେ ବିଜେଡି ସରକାର ଆଦାୟ କରୁନି ଖଣି ଦୁର୍ନୀତି ଜୋରିମାନା : ବିଜେପି

    ଭୁବନେଶ୍ୱର : ରାଜ୍ୟରେ ବିରୋଧୀ ଦଳ ବୋଲି ଦାବି କରୁଥିବା କଂଗ୍ରେସର ଇସାରାରେ ଶାସକ ବିଜେଡି ସରକାର ଖଣି ଦୁର୍ନୀତିରେ ଆଦାୟ ହେବାକୁ ଥିବା ଜୋରିମାନାକୁ ଆଦାୟ କରୁନାହାନ୍ତି । ବିଜେଡି କଂଗ୍ରେସ ଭାଇ ଭାଇ ଏକଥା ସ୍ପଷ୍ଟ । କଂଗ୍ରେସର ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକଙ୍କ ସର୍ମ୍ପକିୟ ଏବଂ ଏବେ ବିଜୁ ଜନତା ଦଳରେ ଥିବାରୁ ଜଣେ ଖଣି ମାଲିକଙ୍କୁ ରାଜ୍ୟ ସରକାର ଚାରି ଖୁଣ ମାଫ...
  • ବିକାଶମୂଳକ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କୋରାପୁଟ ଲୋକେ

    ଭୁବନେଶ୍ୱର : କୋରାପୁଟ ଜିଲ୍ଲା ଗସ୍ତ ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବହୁ ବିକାଶମୂଳକ ଯୋଜନା ଓ ପ୍ରକଳ୍ପର ଶୁଭ ଉଦ୍‍ଘାଟନ କରିଥିବାରୁ ଏଥିରେ ସନ୍ତୋଷ ପ୍ରକାଶ କରି ଜିଲ୍ଲାର ପ୍ରାୟ ୩୦୦ରୁ ଊଦ୍ଧ୍ୱର୍ ସାଧାରଣ ନାଗରିକ, କୃଷକ ମଙ୍ଗଳବାର ଭୁବନେଶ୍ୱର ଆସି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି । କୃଷକ, ଶ୍ରମିକ ଓ ସବୁ ବର୍ଗର...
  • ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ଓ କର୍ମୀ ବିଜେଡିରେ ମିଶିଲେ

    ଭୁବନେଶ୍ୱର : ବିଜେଡିରେ ମିଶିଛନ୍ତି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ଓ କର୍ମୀ ବିଜେଡିରେ ମିଶିଛନ୍ତି । ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଓ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ଆଡଭୋକେଟ୍‍ ମାନସ ଦାସ, ସାମାଜିକ କର୍ମୀ ଶ୍ରୀମତୀ...
  • ଶକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଆଣିଛନ୍ତି ବୈପ୍ଳବିକ ପରିବର୍ତନ-ଧର୍ମେନ୍ଦ୍ର ପ୍ରଧାନ

    ଏନରଜାଇଜିଙ୍ଗ୍ ଅଫ୍ ଇଣ୍ଡିଆ -ଫୁଏଲିଙ୍ଗ ଏ ବିଲିୟନ୍ ଲାଇଭସ୍ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ  ନୂଆଦିଲ୍ଲୀ : ପ୍ରଧାନମବୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବାବେଳେ ତାଙ୍କ ସରକାର ଗରିବଙ୍କ ପାଇଁ ସମର୍ପିତ ରହିବେ ବୋଲି ଯାହା କହିଥିଲେ ତାହା କାମରେ କରି ଦେଖାଇଲେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । ଶକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ  ମୋଦି ବୈପ୍ଳବିକ ପରିବର୍ତନ ଆଣିବାରେ ସକ୍ଷମ ହୋଇଛନ୍ତି ।...
  • ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ସପ୍ତାହକ ମଧ୍ୟରେ ୧୦ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟରେ ଛାତ୍ର ବିଜେଡି

    ପ୍ରଥମ ଦିନରେ ୬୭୩ ୟୁନିଟ୍‍ ରକ୍ତ ସଂଗ୍ରହ ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଜନତା ଦଳ ନିଜର ସାମାଜିକ ଉତ୍ତରଦାୟିତ୍ୱ ରୂପେ ଆରମ୍ଭ କରିଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ବିଜୁବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀରୁ ଶୁଭାରମ୍ଭ ହୋଇ ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ‘ରକ୍ତଦାନ ମହାପୂଣ୍ୟ’, ଏହାକୁ ଆଧାର କରି...
  • ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କ୍ଷମତାପନ୍ନ କମିଟି ବୈଠକ : ରାଜ୍ୟରେ ଆଖି ରୋଗ ସଂପର୍କରେ ସର୍ଭେ କରାଯିବ

    ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ କରାଯାଇଥିବା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ନିମନ୍ତେ ଗଠନ କରାଯାଇଥିବୀ କ୍ଷମତାପନ୍ନ କମିଟି ବୈଠକ ଗତ କାଲି ଅନୁଷ୍ଠିତ ହୋଇଯାଇଛି । ‘ସୁନେତ’୍ର ଯୋଜନା ମାଧ୍ୟମରେ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇ ଏହାକୁ ବ୍ୟାପକ କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ଧତ୍ୱ ଦୂରିକରଣ ଲକ୍ଷ୍ୟ...
  • ଭୁବନେଶ୍ୱରରେ ଦେଶର ୨ୟ ବୃହତ୍ତ ହୋମିଓ ପାଥିକ ମିନି ଫାର୍ମାସିକୁ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା

    ଭୁବନେଶ୍ୱର : ଡାଃ ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମବୀ ପ୍ରତାପ ଜେନା ଆଜି ଏକ ମିନି ଫାର୍ମାସୀ ଉଦ୍ଘାଟନ କରିବା ସହିତ ରାଜ୍ୟ ଔଷଧ ପରୀକ୍ଷଣ ପ୍ରୟୋଗଶାଳାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମବୀ ଶ୍ରୀ ଜେନା କହିଛନ୍ତି ଯେ ୩କୋଟି ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା ହୋଇଥିବା...