ଭୁବନେଶ୍ୱର: ୨୦ଟି ବିଧାନସଭା ଆସନ ଲାଗି ଶୁକ୍ରବାର ଦିନ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ନିମ୍ନରେ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରଦାନ କରାଗଲା।
ତେଲକୋଇ-ଶ୍ରୀ ମୋହନ ହେମ୍ବ୍ରମ ପାଟଣା-ଶ୍ରୀ ଗୋପେଶ୍ୱର ନାୟକ ଯଶିପୁର- ମହେନ୍ଦ୍ର ନାୟକ ଉଦଳା- ବେଣୁଧର ମହାପାତ୍ର ବାରିପଦା-ଦଶରଥ ସିଂହ
ଭୋଗରାଇ- ସତ୍ୟଶିବ ଦାସ
ବସ୍ତା-ବିଜୟ ନାୟକ
ରେମୁଣା- ପ୍ରତାପ ସେଠୀ
ବାସୁଦେବପୁର-ଅଶୋକ କୁମାର ଦାସ
ଧାମନଗର-ବିଦ୍ୟାଧର ଜେନା
ବିଝାଂରପୁର-ମନୋରଂଜନ ଦାସ
ବରି-ଉମେଶ ଜେନା
ସୁକିନ୍ଦା- ଶରତ ରାଉତ
ପରଜଙ୍ଗ- ଜସସ୍ୱିନୀ ରାଉତ
ନିଆଳି- ମମତା ଭୋଇ
ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ
ପାଟକୁରା- ଜୟନ୍ତ ମହାନ୍ତି
ତିର୍ତୋଲ- ବିଭୁପ୍ରସାଦ ତରାଇ
ପୁରୀ-ଅରୋ ପ୍ରସାଦ ମିଶ୍ର
ନୟାଗଡ-ମନୋଜ କୁମାର ସାହୁ