ପିକନିକ ସାରି ଫେରିବାବେଳେ ଓଲଟିଲା ପିକନିକ ବସ

ଢେଙ୍କାନାଳ : ପିକନିକ ସାରି ଫେରିବାବେଳେ ବସ ଦୁର୍ଘଟଣା ଗସ୍ତ ହୋଇଛି । ବସ ଟି ଭାରସାମ୍ୟ ହରାଇ ସଂପୂଣ୍ଣ ଓଲଟି ପଡିଛି । ଢେଙ୍କାନାଳର ପରଜଙ୍ଗ ଖଇରାମୁଣ୍ଡା ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ ଟି ଓଲଟି ପଡିବାରୁ ୧୫ରୁ ଉର୍ଦ୍ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାିଛି ।
ବାଲେଶ୍ୱରରରୁ ପିକନିକସାରି ବସ ଟି ଅନୁଗୋଳ ଫେରିବାବେଳେ ଭୋରୁ ଘଟିଛି ଏହି ଘଟଣା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ ଟି ରାସ୍ତା କଡକୁ ମାଡି ଯାିଥିଲା ଓ ଭାରସ୍ୟାମ ହରାଇ ଓଲଟି ପଡିଥିଲା । ବସରେ ୪୫ ଜଣ ଯାତ୍ରୀ ଥିଲେ ।