ବସ ଦୁର୍ଘଟଣାରେ ୪୫ ଆହତ, ଡାକ୍ତରଖାନାରେ ଭର୍ତ୍ତି

ଅନୁଗୋଳ : ଅନୁଗୋଳରେ ବସ ଦୁର୍ଘଟଣାରେ ୪୫ ଆହତ ।ବଅଁରପାଳ ଗୋଟମରା ନିକଟରେ ଘଟିଛି ଏହି ଦୁର୍ଘଟଣାରେ । ଏଥିରେ ୪୫ ଜଣ ଯାତ୍ରୀ ଆହତ ହୋିଛନ୍ତି । ରାତି ପାଖା ପାଖି ୩ଟାରେ ଏହି ଦୁର୍ଘଟଣା ଘଟିଛି । ମଣିଶିବ ନାମକ ଏକ ଘରୋଇ ବସ ଦୁର୍ଘଟଣାଗସ୍ତ ହୋଇଛି । ଆହାତ ମାନଙ୍କୁ ଅନୁଗୋଳ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

କାଲି ମୁହାଁ ମୁହିଁ ହେବେ ତିନି ଦଳ: ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବାକୁ ରାସ୍ତାକୁ ଓହ୍ଲାଇବେ କଂଗ୍ରେସ ଓ ବିଜେପି