ଉଷା ପୋଲର ଉଦଘାଟନ କଲେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି

ବ୍ରଜରାଜନଗର : ଆଜି  ରିଖ ଜିଲ୍ଲା ଖଣିଜ ପାଣ୍ଠି ରୁ 9 ଲକ୍ଷ 90 ହଜାର(Nine lakhs ninty thousand)ଅଟକଳ ବ୍ୟୟରେ ନିର୍ମିତ ହୋଇଥିବା ଉଷା ପୋଲ ର ଉଦଘାଟନ ହୋଇଛି। ଉଦଘାଟନ ସମାରୋହରେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଙ୍କ କରକମଳରେ ହୋଇଯାଇଛି | ଏହି ଶୁଭ ଉତ୍ସବରେ ଲଖନପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ପ୍ରଧାନ,ଲଖନପୁର ଜୋନ୍-2 ର ଜିଲ୍ଲା ପରିଷଦ ଶ୍ରୀମତୀ ପଙ୍କଜିନି ପ୍ରଧାନ,ବାଘମୁଣ୍ଡା ସରପଞ୍ଚ ଦୁଷ୍ମନ୍ତ ଭୋଇ, ଶ୍ରୀଯୁକ୍ତ ବିଶ୍ଵନାଥ ନାୟକ,ଝସକେତନ ପ୍ରଧାନ,ନରେନ୍ଦ୍ର ପ୍ରଧାନ,ରୋହିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ|ସ୍ବାଧୀନତା ର 74 ବର୍ଷ ପରେ ଏହି ପୋଲ ନିର୍ମାଣ କରାଯାଇଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ଭିତରେ ଖୁସି ର ଲହରୀ ଖେଳିଯାଇଛି।