ଓଡ଼ିଶାର ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର(ବ୍ୟୁରୋ):୨୦୨୪ ନିର୍ବାଚନ ପାଇଁ ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି । ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅନେକ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଆସନ୍ତୁ ଜାଣିବା କାହାକୁ ମିଳିଲା କେଉଁଠି…

ତଳସରା-ଭବାନୀଶଙ୍କର ଭୋଇ, ସୁନ୍ଦରଗଡ- କୁସୁମ ଟେଟେ, ବୀରମିତ୍ରପୁର- ଶଙ୍କର ଓରାମ, ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁର- ନରସିଂହ ମିଞ୍ଜ, ବଣାଇ- ସେବତୀ ନାଏକ, କୁଚିଣ୍ଡା- ରବି ନାରାୟଣ ନାଏକ, ରେଙ୍ଗାଲି- ନାଉରୀ ନାଏକ, ରୋଢାଖୋଲ- ଦେବେନ୍ଦ୍ର ମହାପାତ୍ର, ଦେବଗଡ ସୁବାସ ପାଣିଗ୍ରାହୀ, ଆନନ୍ଦପୁର- ଆଲୋକ ସେଠୀ, କେନ୍ଦୁଝର- ମୋହନ ମାଝୀ,ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ, ଉଦଳା- ଭାସ୍କର ମଢେଇ, ବଡସାହି- ସନାତନ ବିଜୁଳି, ବାରିପଦା- ପ୍ରକାଶ ସୋରେନ, ମୋରଡା- କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ବର- ବ୍ରଜ ପ୍ରଧାନ, ବାଲେଶ୍ବର- ମାନସ ଦତ୍ତ, ରେମୁଣା- ଗୋବିନ୍ଦ ଦାସ, ସୋର- ରାଜେନ୍ଦ୍ର ଦାସ, ସିମୁଳିଆ- ପଦ୍ମଲୋଚନ ପଣ୍ଡା, ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର, ଧାମନଗର- ସୂର୍ଯ୍ୟବଂଶୀ ସୂରଜ, ବିଂଝାରପୁର- ବବିତା ମଲ୍ଲିକ, ବଡଚଣା- ଅମର ନାୟକ, ଧର୍ମଶାଳା- ସ୍ମୃତିରେଖା ପହି, ଯାଜପୁର- ଗୌତମ ରାୟ, କୋରେଇ- ଆକାଶ ଦାସ ନାୟକ, ସୁକିନ୍ଦା- ପ୍ରଦୀପ ବଳସାମନ୍ତ, ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗର- ଶତୃଘ୍ନ ଜେନା, ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ, ପାଲଲହଡା ଅଶୋକ ମହାନ୍ତି, ତାଳଚେର- କାଳିନ୍ଦୀ ସାମଲ, ଛେଣ୍ଡିପଦା- ଅଗସ୍ତୀ ବେହେରା, ଆଠମଲ୍ଲିକ- ସଂଜୀବ ସାହୁ, ବୀରମହାରାଜପୁର- ରଘୁନାଥ ଜଗଦଳା, ସୋନପୁର- ପ୍ରମୋଦ ମହାପାତ୍ର, ଲୋଇସିଂହା- ମୁକେଶ ମହାଲିଙ୍ଗ, ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ- ନବୀନ ଜୈନ,କଣ୍ଟାବାଂଜି- ଲକ୍ଷ୍ମଣ ବାଗ, ନୂଆପଡା- ଅଭିନନ୍ଦନ ପଣ୍ଡା,ଖଡିଆଳ- ହିତେଶ ବଗର୍ତ୍ତୀ, ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର- ଗୌରୀଶଙ୍କର ମାଝୀ, ଲାଞ୍ଜିଗଡ- ରମେଶ ମାଝୀ, ଜୁନାଗଡ- ମନୋଜ ମେହେର, ଧର୍ମଗଡ- ସୁଧୀର ପାଟ୍ଟଯୋଶୀ, ନର୍ଲା-ଅନିରୁଦ୍ଧ ପ୍ରଧାନ, ବାଲିଗୁଡା-କଳ୍ପନା କହଁର, ଜି ଉଦୟଗିର-ମାନଗୋବିନ୍ଦ ପ୍ରଧାନ, ଫଳବାଣୀ- ଉମା ଚରଣ ମଲ୍ଲିକ, କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧ- ସରୋଜ ପ୍ରଧାନ, ବଡମ୍ବା ସମ୍ବିତ ତ୍ରିପାଠୀ, ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡ- ଅଭୟ ବାରିକ, ଚୌଦ୍ବାର- ନୟନ କିଶୋର ମହାନ୍ତି, ନିଆଳି- ଛବି ମଲ୍ଲିକ, କଟକ ସଦର- ପ୍ରକାଶ ସେଠୀ, ମାହାଙ୍ଗା- ସୁମନ୍ତ ଘଢେଇ, ପାଟକୁରା- ତେଜେଶ୍ବର ପରିଡା, ଆଳି- କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡା- ଦୁର୍ଗାପ୍ରସନ୍ନ ନାୟକ, ପାରାଦୀପ- ସଂପଦ ସ୍ବାଇଁ, ତିର୍ତ୍ତୋଲ- ରାଜକିଶୋର ବେହେରା, ନିମାପଡା- ପ୍ରଭାତି ପରିଡା, ପୁରୀ- ଜୟନ୍ତ ଷଢଙ୍ଗୀ, ବ୍ରହ୍ମଗିରି- ଉପାସନା ମହାପାତ୍ର, ସତ୍ୟବାଦୀ- ଓମ ପ୍ରକାଶ ମିଶ୍ର, ପିପିଲି- ଆଶ୍ରିତ ପଟ୍ଟନାୟକ, ଜୟଦେବ- ଅରବିନ୍ଦ ଢାଲି, ଭୁବନେଶ୍ବର ମଧ୍ୟ- ଜଗନ୍ନାଥ ପ୍ରଧାନ, ଭୁବନେଶ୍ବର ଉତ୍ତର- ପ୍ରିୟଦର୍ଶୀ ମିଶ୍ର, ଏକାମ୍ର- ବାବୁ ସିଂହ, ଜଟଣୀ- ବିଶ୍ବରଂଜନ ବଡଜେନା, ଚିଲିକା- ପୃଥ୍ବୀରାଜ ହରିଚନ୍ଦନ, ରଣପୁର- ତାପସ ମାର୍ଥା, ଖଣ୍ଡପଡା- ଦୁଷ୍ମନ୍ତ ସ୍ବାଇଁ, ଦଶପଲ୍ଲା- ରାଘବ ମଲ୍ଲିକ, ନୟାଗଡ- ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ଭଂଜନଗର- ପ୍ରଦ୍ୟୁମ୍ନ ନାଏକ, ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ, ଆସିକା- ସରୋଜ ପାଢୀ, ସୋରଡା- ନୀଳମଣି ବିଷୋୟୀ, ହିଂଜିଳି- ଶିଶିର ମିଶ୍ର, ଗୋପାଳପୁର- ବିଭୂତି ଜେନା, ବ୍ରହ୍ମପୁର- କେ. ଅନୀଲ କୁମାର, ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର, ଗୁଣପୁର- ତ୍ରିନାଥ ଗମାଙ୍ଗ, କୋରାପୁଟ- ରଘୁରାମ ମାଛ, ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ, ମାଲକାନଗିରି- ନରସିଂହ ମାଡକାମୀ