ବିଜେପିର ୩୬ ସାଂଗଠନିକ ଜିଲ୍ଲାର ପ୍ରଭାରୀ ନିଯୁକ୍ତି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ୩୬ ସାଂଗଠନିକ ଜିଲ୍ଲାର ପ୍ରଭାରୀ ନିଯୁକ୍ତି କରାଯାଇଛି ।
୧. ଅନୁଗୁଳ- ସୀମାଂଚଳ ଖଟେଇ
୨.ବାଲେଶ୍ୱର-ଗୋଲକ ପ୍ରସାଦ ମହାପାତ୍ର
୩.ବରଗଡ-ନାଉରୀ ନାଏକ
୪. ବାରିପଦା-ବିଷ୍ଣୁ ସେଠୀ
୫.ବଲାଙ୍ଗୀର- ସୁରେଶ୍ୱର ଶତପଥୀ
୬.ଭଦ୍ରକ-କାଳନ୍ଦୀ ସାମଲ
୭.ଭୁବନେଶ୍ୱର-ଭୁବନ ମୋହନ ଜେନା
୮.ବୌଦ୍ଧ-ରାମଚନ୍ଦ୍ର ମେହେର
୯.ବଣାଇ-ବଟ୍ଟ କିଶୋର ମିଶ୍ର
୧୦.କଟକ ସହର-ପୃଥ୍ୱୀରାଜ ହରିଚନ୍ଦନ
୧୧.କଟକ ସଦର-ଅମର ନାଏକ
୧୨.ଦେଓଗଡ-ଧୀରେନ ସେନାପତି
୧୩.ଢ଼େଙ୍କାନାଳ-ପ୍ରଭାତି ପରିଡା
୧୪.ଗଜପତି-ସରୋଜ ସାବତ
୧୫.ଘୁମୁସର(ଗଞ୍ଜାମ)-ସୁରଥ ବିଶ୍ୱାଳ
୧୬.ଗଞ୍ଜାମ-ଅଶୋକ ମିଶ୍ର
୧୭.ଯାଜପୁର-ସାରଦା ପ୍ରସାଦ ଶତପଥି
୧୮.ଜଗତସିଂହପୁର-ସାରଦା ପ୍ରଧାନ
୧୯.ଝାରସୁଗୁଡା-ଶଙ୍କର ଓରାମ
୨୦.କଳାହାଣ୍ଡି-ରମେଶ ସାହୁ
୨୧.କନ୍ଧମାଳ-ବିରଂଚି ନାରାୟଣ ତ୍ରିପାଠୀ
୨୨.କେନ୍ଦ୍ରାପଡା-ଯତୀନ୍ ମହାନ୍ତି
୨୩.କେନ୍ଦୁଝର-ନବୀନ ରାମ
୨୪.କୋରାପୁଟ-ବଳଭଦ୍ର ମାଝୀ
୨୫.ଖୋର୍ଦ୍ଧା-ଭୃଗୁ ବକ୍ସିପାତ୍ର
୨୬.ମାଲକାନଗିରି-କାଳୀରାମ ମାଝୀ
୨୭.ନୟାଗଡ-ନିରଞ୍ଜନ ମିଶ୍ର
୨୮.ନବରଙ୍ଗପୁର-ମୁକେଶ ମହାଲିଙ୍ଗ
୨୯.ନୂଆପଡା-ଆର୍ତତ୍ରାଣ ମହାପାତ୍ର
୩୦.ପାନପୋଷ-ରବି ନାରାୟଣ ନାଏକ
୩୧.ପୁରୀ-ଲେଖାଶ୍ରୀ ସାମନ୍ତସିଂହାର
୩୨.ରାଇରଙ୍ଗପୁର-ମୋହନ ମାଝୀ
୩୩.ରାୟଗଡା-ଗୋବିନ୍ଦ ଜୈନ
୩୪.ସମ୍ବଲପୁର-ଟଙ୍କଧର ତ୍ରିପାଠୀ
୩୫.ସୁନ୍ଦରଗଡ-ମୁରଲି କ୍ରିଷ୍ଣା
୩୬.ସୁବର୍ଣ୍ଣପୁର-ଭବେନ୍ଦ୍ର ପଣ୍ଡା