୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଆଜି ବିଜେପି ପୁଣି ତାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ୨୧ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ତେବେ ଜାଣନ୍ତୁ କିଏ କେଉଁ ଆସନରୁ ହେଲେ ପ୍ରାର୍ଥୀ…

ରାଉରକେଲା: ଦିଲ୍ଲୀପ ରାୟ

ପାଟଣା: ଅଖିଳଚନ୍ଦ୍ର ନାୟକ

ସାରସକଣା: ଭାଦବ ହାଁସଦା

ରାଇରଙ୍ଗପୁର: ଜୋଲେନ ବରଦା

ବାଙ୍ଗିରିପୋଷି-ସଞ୍ଜଳୀ ମୁର୍ମୁ

କରଞ୍ଜିଆ-ପଦ୍ମଚରଣ ହାଇବ୍ରୁ

ଝରିଗାଁ- ନରସିଂହ ଭତ୍ରା

ଡାବୁଗାଁ-ସୋମନାଥ ପୂଜାରୀ

ରାଜନଗର-ଲଲିତ ବେହେରା

ବାଲିକୁଦା-ଏରସମା- ସତ୍ୟସାରଥୀ ମହାନ୍ତି

ଜଗତସିଂହପୁର-ଅମରେନ୍ଦ୍ର ଦାଶ

କାକଟପୁର-ବାଇଧର ମଲ୍ଲିକ

ରଣପୁର-ସୁରମା ପାଢୀ

ସାନଖେମୁଣ୍ଡି: ଉତ୍ତମ କୁମାର ପାଣିଗ୍ରାହୀ

ମୋହନା- ପ୍ରଶାନ୍ତ ମଲ୍ଲିକ

ବିଷମକଟକ-ଜଗନ୍ନାଥ ନୁଣ୍ଡ୍ରୁକା

ରାୟଗଡ଼ା-ବସନ୍ତ ଉଲାକା

ଲକ୍ଷ୍ମୀପୁର-କୈଳାସ କୁଲେସିକା

କୋଟପାଡ଼-ରୁପୁ ଭତ୍ରା

ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି

ଚିତ୍ରକୋଣ୍ଡା-ଡମ୍ବୁରୁ ଶିଶା