ଭୁବନେଶ୍ୱର : ଆଜି ଓଡ଼ିଶା-ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ଲକ୍ଷୀ୍ମ ସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ଯବୁ ଉତ୍କଳ ଫାଉଣ୍ଡେସନ୍ ସହଯୋଗରେ ଏକ ରକ୍ତଦାନ ଶିବରି ଆୟୋଜନ ହୋଇଥିଲା । ଏହି ରକ୍ତଦାନ ଶବି ିରକୁ ବଜି ୁ ଜନତା ଦଳ ସଂପାଦକ ଶ୍ରୀ ଅମରେଶ ଜେନା ଓ ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ସମୀର ପଧ୍ର ।ନ, ଶ୍ରୀ ରଦୁ ନ୍ର ।ରାୟଣ ସାମନ୍ତରାୟ ପରଦି ଶର୍ନ କରି ରକ୍ତଦାତା ମାନଙ୍କୁ ଉତ୍ସାହତି କରିଥେି ଲ । ଶବି ରି ର ସ୍ୱତନ୍ତ୍ରତାହେଲା ଏଠାକୁ ଗ୍ଲୋବାଲ୍ ଆଇଟି ଚାଲେଞ୍ଜରେ ସ୍ୱଣ୍ଣର୍ପ ଦକ ଜତି ିଥବି । ୨୨ ବର୍ଷର ଦିବ୍ୟାଙ୍ଗ ଯବୁ କ ଅମରେଶ ପସ୍ର ।ଦ ଗୌଡ଼ ରକ୍ତଦାନ କରଥି େି ଲ । କ୍ୟାନ୍ସରରେ ଦୁଇଟି ଯାକ ଗୋଡ଼ ହରାଇ ମଧ୍ୟ ନିଜ ଦମ୍ରେ ସମାଜ ପାଇଁ ଲମ୍ବା ରାସ୍ତା ଚାଲିବାର ଦୃଢ଼ ଇଚ୍ଛାଶକ୍ତି ରଖିଛନ୍ତି ଅମରେଶ ।
ସବୁଠାରୁ ବଡକ଼ ଥାହେଲା, ଯେଉଠଁ ି ରକ୍ତଦାନ ଶିବିରର ଖବର ଅମରେଶ ପାଆନ୍ତି ନିଜ ଉଦ୍ୟମରେ ସେଠାକୁ ଯାଇ ରକ୍ତଦାନ କରନ୍ତି । ୧୦ ଥରରୁ ଅଧିକ ସ୍ୱେଚ୍ଛାକୃତ ରକ୍ତଦାନ କଲେଣ ।ି ‘ରକ୍ତ ଦେଇ ଚାରି ଚାରିଟା ଜୀବନ ବଞ୍ଚେଇପାରୁଥିବାରୁ ମୁଁ ବହୁତ ଖସୁ ି’ ବୋଲି ଅମରେଶ କହିବା ସହ ସମସ୍ତେ ରକ୍ତଦାନ ପାଇଁ ଆଗେଇ ଆସବି ।କୁ ଅନେୁ ରାଧ କରଥି େି ଲ । ରକ୍ତଦାନ ଶବି ରି ଭଳି ମହତ୍ କାର୍ଯ୍ୟ କୁଓଡଶି ଼ ।-ମୋ ପରବି ।ର ନରି ବଚ୍ଛନି ୍ନ ଭାବରେ କରଅି ।ସଥୁ ବି ।ରୁ
ସେ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ।