ବିଜେଡି ସୁପ୍ରିମୋ ଗଠନ କଲେ ନୂଆ ଟିମ

ଭୁବନେଶ୍ୱର: ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା ନିଯୁକ୍ତ କଲେ ସଭାପତି ନବୀନ ପଟ୍ଟନାୟକ । ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି ଓ ଜଣେ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି ।

ବରିଷ୍ଠ ଉପସଭାପତି: ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟାଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଓ ବିମ୍ବାଧର କୁଅଁର

ଉପସଭାପତି: ମଙ୍ଗଳା କିଷାନ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ମିଶ୍ର, ବିକ୍ରମ ଆରୁଖ, ଉଷା ମିଶ୍ର, ପ୍ରମିଳା ମଲ୍ଲିକ, ବଦ୍ରି ପାତ୍ର, ପ୍ରଦୀପ କୁମାର ଅମାତ ଏବଂ ପଦ୍ମନାଭ ବେହେରା

ସାଧାରଣ ସମ୍ପାଦକ ମୁଖ୍ୟାଳୟ: ସଞ୍ଜୟ ଦାସବର୍ମା

ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ବିଜେଡିର ୯ ଉପସଭାପତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ମଙ୍ଗଳା କିଷାନ : ଜନଜାତି ସଶକ୍ତୀକରଣ ଓ ସଂଖ୍ୟାଲଘୁ ବ୍ୟାପାର
ସୌମ୍ୟରଞ୍ଜନ ପଟ୍ଟନାୟକ : କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ
ଦେବୀ ମିଶ୍ର : ଓଡ଼ିଶା ମୋ ପରିବାର
ବିକ୍ରମ ଆରୁଖ : ପରିବେଶ
ଉଷା ଦେବୀ : ସାମାଜିକ ମଙ୍ଗଳ
ପ୍ରମିଳା ମଲ୍ଲିକ : ମହିଳା ସଶକ୍ତୀକରଣ
ବଦ୍ରି ପାତ୍ର : ଆଞ୍ଚଳିକ ଉନ୍ନୟନ
ପ୍ରଦୀପ ଅମାତ :ସଶକ୍ତ ଓଡ଼ିଶା
ପଦ୍ମନାଭ ବେହେରା : ତଫସିଲଭୁକ୍ତ ଜାତି ସଶକ୍ତୀକରଣ ଦାୟିତ୍ୱ ଦିଆଯାଇଛି।