ବିଜୁ ଯୁବ ଜନତା ଦଳର ଜିଲ୍ଲା ଦାୟିତ୍ୱ; କାହାକୁ ମିଳିଲା ଦାୟିତ୍ୱ ଜାଣନ୍ତୁ…

ଭୁବନେଶ୍ୱର : ବିଜୁ ଜନତା ଦଳର ଏକ ବିଶାଳ ଟିମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ୩୦ ଜିଲ୍ଲାର ସଭାପତି ମଧ୍ୟ ନିଯୁକ୍ତ କରିଛନ୍ତି ।
ଯାଜପୁର : ପ୍ରତାପ ମହାନ୍ତି
ସୋନପୁର : ଅଶୋକ ନନ୍ଦ
କଳାହାଣ୍ଡି : ଆଦିତ୍ୟ ନନ୍ଦ
କୋରାପୁଟ : ଅମିତ ଅଗ୍ରୱାଲ
ସୁନ୍ଦରଗଡ଼ : ଦେବେନ୍ଦ୍ର ପ୍ରସାଦ ମାଝୀ
ରାଉରକେଲା : ସୁମନ ବେଗ
ଝାରସୁଗୁଡ଼ା : ପ୍ରଶାନ୍ତ କୁମାର ଜେନା
ଗଜପତି : ଏସ ଲିଙ୍ଗାରାଜୁ
ମୟୂରଭଞ୍ଜ ୧ : ଅରୁଣ ବରାଡ଼
ମୟୂରଭଞ୍ଜ ୨ : ଅଭିଷେକ ପଟ୍ଟନାୟକ
ଭଦ୍ରକ : ମୁକୁନ୍ଦ ଦେବ ସାମଲ
ମାଲକାନାଗିରି : ଆଦମ ରାବା
ବ୍ରହ୍ମପୁର ସଦର : ଅଜିତ କୁମାର ପଣ୍ଡା
ଦେବଗଡ଼ : ପ୍ରତାପ କୁମାର ଦେବ
ଢେଙ୍କାନାଳ : ଧର୍ମାନନ୍ଦ ପରିଡ଼ା
ଅନୁଗୁଳ : ଦୀନେଶ ପ୍ରଧାନ
ଖୋର୍ଦ୍ଧା : ରାଜେଶ କୁମାର ପରିଡ଼ା
ବୌଦ୍ଧ : ମୃତୁ୍ୟଞ୍ଜୟ ମିଶ୍ର
ବଲାଙ୍ଗୀର : ରାଜେନ୍ଦ୍ର ପ୍ରସାଦ ହୋତା
ନୂଆପଡ଼ା : ହରିଶ ଚନ୍ଦ୍ର ପଣ୍ଡା
କେନ୍ଦୁଝର : ରାକେଶ ରାମ
ପୁରୀ : ନାରାୟଣ ସ୍ୱାଇଁ
ନୟାଗଡ଼ : ରମେଶ ଚନ୍ଦ୍ର ସାହୁ
ବରଗଡ଼ : ପ୍ରଦୁ୍ୟମ୍ନ ତ୍ରିପାଠୀ
ସମ୍ବଲପୁର : ଲକ୍ଷ୍ମୀ ପ୍ରସାଦ ମହାପାତ୍ର
କନ୍ଧମାଳ : ବିଷ୍ଣୁଚରଣ ମଲ୍ଲିକ
ରାୟଗଡ଼ା : ଦେବାଶିଷ ଖାଡ଼ଙ୍ଗା
ନବରଙ୍ଗପୁର : ଶିବାନନ୍ଦ ବିଶୋୟୀ
ଭୁବନେଶ୍ୱର : ସମରେଶ ବେଉରା
ଗଞ୍ଜାମ : ଲକ୍ଷ୍ମଣ ଚୌଧୁରୀ
କେନ୍ଦ୍ରାପଡ଼ା : ରାଜେଶ ଦାସ
କଟକ ସଦର : ମନଜିତ ଦାସ
କଟକ : ସ୍ମୃତିରଂଜନ ନାୟକ
କଟକ : ସିଦ୍ଧାର୍ଥ ରାୟ (କାର୍ଯ୍ୟକାରୀ ସଭାପତି)