୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: କରୋନା ସଙ୍କଟ ସମୟରେ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରୁଛି । ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ରାଜ୍ୟ ମହିଳା କମିଟିର ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି ନବୀନ ।

ଲୋପାମୁଦ୍ରା ବକ୍ସିପାତ୍ର- କେନ୍ଦୁଝର

ଗୀତା ବସ୍ତିଆ-ଗଜପତି, ଗଞ୍ଜାମ

କସ୍ତୁରି ମହାପାତ୍ର-ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର

ଉର୍ମିଲତା ଦାସ- ଭଦ୍ରକ, ମୟୁରଭଞ୍ଜ

ପ୍ରଭାସିନି ଷଡ଼ଙ୍ଗୀ-କଟକ

ଜ୍ୟୋତି ପାଣିଗ୍ରାହୀ-ଝାରସୁଗୁଡ଼ା, ସୁନ୍ଦରଗଡ଼

ସ୍ନିଗ୍ଧା ପାଣିଗ୍ରାହୀ-ରାୟଗଡ଼ା, ନବରଙ୍ଗପୁର

ନିବେଦିତା ମହାନ୍ତି-କୋରାପୁଟ, ମାଲକାନଗିରି

କୁଞ୍ଜଲତା-ନୟାଗଡ଼

ପୁଷ୍ପାଞ୍ଜଳି ରାଣା-ଅନୁଗୁଳ, ଦେବଗଡ଼, ଢ଼େଙ୍କାନାଳ

ମୀନତି ଦେବତା-ସମ୍ବଲପୁର , ବରଗଡ଼

ଭାରତୀ ସିଂହ-ବାଲେଶ୍ୱର

ସରୋଜିନୀ ରାଜ-ବଲାଙ୍ଗୀର, ସୋନପୁର

ସଙ୍ଘମିତ୍ରା ଦଳେଇ- କନ୍ଧମାଳ, ବୌଦ୍ଧ

ରେଜୱାନା ବେଗମ-ଯାଜପୁର

ମୀତା ରାଉତ-କେନ୍ଦ୍ରାପଡ଼ା

ସ୍ନେହାଞ୍ଜଳି ମହାନ୍ତି-ଜଗତସିଂହପୁର

ସଞ୍ଜୁକ୍ତା ମହାନ୍ତି- କଳାହାଣ୍ଡି, ନୂଆପଡ଼ା