ବିଜେଡିରେ ନିଯୁକ୍ତ ହେଲେ ୧୫ ଜଣ ବରିଷ୍ଠ ସାଧାରଣ ସମ୍ପାଦକ

ଭୁବନେଶ୍ୱର: ଆଜି ବିଜେଡି ୧୫ ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତ କରିଛି । ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ,

ନୃସିଂହ ସାହୁ-ଆଂଚଳିକ ବିକାଶ ଇନଚାର୍ଜ

ଅଶୋକ ଚନ୍ଦ୍ର ପଣ୍ଡା-ସୋସିଆଲ ୱେଲଫେୟାରର ଇନଚାର୍ଜ

କଳିକେଶ ସିଂହଦେଓ-ସୋସିଆଲ ୱେଲଫେୟାରର ଇନଚାର୍ଜ

ପ୍ରୀତିରଞ୍ଜନ ଘଡ଼େଇ-ସୋସିଆଲ ୱେଲଫେୟାରର ଇନଚାର୍ଜ

ଅରୁଣ କୁମାର ସାହୁ-କଳା,ସଂସ୍କୃତି ଓ ମାନବ ସମ୍ବଳର ଇନଚାର୍ଜ

ରୋହିତ ପୂଜାରୀ-କଳା,ସଂସ୍କୃତି ଓ ମାନବ ସମ୍ବଳର ଇନଚାର୍ଜ

ଅତନୁ ସବ୍ୟସାଚୀ ନାୟକ-‘ମୋ ପରିବାର’ର ଇନଚାର୍ଜ

ରବି ନାରାୟଣ ନନ୍ଦ-ପରିବେଶ ଇନଚାର୍ଜ

ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ-ପରିବେଶ ଇନଚାର୍ଜ

ପ୍ରତାପ ଜେନା-ସଶକ୍ତ ଓଡ଼ିଶା ଇନଚାର୍ଜ

ନବକିଶୋର ଦାସ-ସଶକ୍ତ ଓଡ଼ିଶା ଇନଚାର୍ଜ

ରମେଶ ଚନ୍ଦ୍ର ମାଝୀ-ଆଦିବାସୀ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ଇନଚାର୍ଜ

ସରୋଜିନୀ ହେମ୍ବ୍ରମ-ଆଦିବାସୀ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ଇନଚାର୍ଜ

ଶଶୀଭୂଷଣ ବେହେରା-ମହିଳା ସଶକ୍ତିକରଣ ଓ ଅନୁସୂଚିତ ଜାତି କଲ୍ୟାଣ ଇନଚାର୍ଜ

ସୁମ୍ରିତ୍ରା ଜେନା-ମହିଳା ସଶକ୍ତିକରଣ ଇନଚାର୍ଜ