ବିଜେଡି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ବିଜୁଜନତା ଦଳ ପକ୍ଷରୁ ରବିବାର ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।। ପିପିଲି ଆସନରୁ ବରିଷ୍ଠ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପୁଣି ପ୍ରାର୍ଥୀ କରାଯାଇଛି। ସେହିପରି ନିମାପଡା ଆସନ ପାଇଁ ବିଧାୟକ ସମୀର ରଞ୍ଜନ ଦାଶ, ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି, ନିଆଳିରୁ ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକଙ୍କୁ ପୁଣି ଟିକଟ ଦିଅଯାଇଛି।

ପିପିଲି – ପ୍ରଦୀପ ମହାରଥୀ

ନିମାପଡା -ସମୀର ରଞ୍ଜନ ଦାଶ

ଆନନ୍ଦପୁର – ଭାଗିରଥୀ ସେଠୀ

ଧାମନଗର-ରାଜେନ୍ଦ୍ର କୁମାର ଦାସ

ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି

ବାଲିକୁଦା-ଏରସମା – ରଘୁ ନନ୍ଦନ ଦାସ

ନିଆଳି- ଡାକ୍ତର ପ୍ରମୋଦ ମଲ୍ଲିକ

କାକଟପୁର – ସୁରେନ୍ଦ୍ର ସେଠୀ

ଭୁବନେଶ୍ବର : ବିଜୁଜନତା ଦଳ ପକ୍ଷରୁ ରବିବାର ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।। ପିପିଲି ଆସନରୁ ବରିଷ୍ଠ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପୁଣି ପ୍ରାର୍ଥୀ କରାଯାଇଛି। ସେହିପରି ନିମାପଡା ଆସନ ପାଇଁ ବିଧାୟକ ସମୀର ରଞ୍ଜନ ଦାଶ, ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି, ନିଆଳିରୁ ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକଙ୍କୁ ପୁଣି ଟିକଟ ଦିଅଯାଇଛି।

ପିପିଲି – ପ୍ରଦୀପ ମହାରଥୀ

ନିମାପଡା -ସମୀର ରଞ୍ଜନ ଦାଶ

ଆନନ୍ଦପୁର – ଭାଗିରଥୀ ସେଠୀ

ଧାମନଗର-ରାଜେନ୍ଦ୍ର କୁମାର ଦାସ

ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି

ବାଲିକୁଦା-ଏରସମା – ରଘୁ ନନ୍ଦନ ଦାସ

ନିଆଳି- ଡାକ୍ତର ପ୍ରମୋଦ ମଲ୍ଲିକ

କାକଟପୁର – ସୁରେନ୍ଦ୍ର ସେଠୀ