୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ହେଲା ଘୋଷଣା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ଚିଲିକା- ରଘୁନାଥ ସାହୁ

ଆନନ୍ଦପୁର- ଅଭିମନ୍ୟୁ ସେଠୀ

ସାରସକଣା-ଦେବାଶିଷ ମାର୍ଣ୍ଡି

କରଞ୍ଜିଆ- ବାସନ୍ତି ହେମ୍ବ୍ରମ

ରେମୁଣା- ବିଦ୍ୟାସ୍ମିତା ମହାଳିକ

ସିମୁଳିଆ- ସୁଭାଷିନୀ ସାହୁ

ବଡଚଣା- ବର୍ଷା ପ୍ରିୟଦର୍ଶିନୀ

କେନ୍ଦ୍ରାପଡା- ଗଣେଶ୍ବର ବେହେରା

ଚମ୍ପୁଆ- ସନାତନ ମହାକୁଡ