୯ ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପ୍ରାର୍ଥୀ ପାଇଁ ନାମ ଘୋଷଣା କଲା ବିଜେଡି

ଆଜି ବିଜେଡି ତାହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୯ ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବାଲେଶ୍ବର ଲୋକସଭା ପ୍ରାର୍ଥୀ ଭାବେ ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଚୟନ କରିଛି ।

-ଭୁବନେଶ୍ୱର ମଧ୍ୟ-ଅନନ୍ତ ନାରାୟଣ ଜେନା

-ଲକ୍ଷ୍ମୀପୁର -ପ୍ରଭୁ ଜାନି

-ପାରାଦୀପ-ଗୀତାଞ୍ଜଳି ରାଉତରାୟ

-ସମ୍ବଲପୁର-ପ୍ରସନ୍ନ ଆଚାର୍ଯ୍ୟ

ରେଢାଖୋଲ-ରୋହିତ ପୂଜାରୀ

-ତେଲକୋଇ-ମାଧବ ସର୍ଦ୍ଦାର

-ତାଳଚେର-ବ୍ରଜ ପ୍ରଧାନ

-ନର୍ଲା-ମନୋରମା ମହାନ୍ତି

-ବାଲିଗୁଡା-ଚକ୍ରମଣି କହଁର