ବିଜେପୁର ଉପନିର୍ବାଚନ : ସରିଲା ପ୍ରଚାର, ପ୍ରସ୍ତୁତି ଶେଷ

ବରଗଡ଼ :  ସରିଛି ବିଜେପୁର ଉପନିର୍ବାଚନ ପ୍ରସ୍ତୁତି। ସରିଛି ପ୍ରଚାର। ଲାଗିଲା କଟକଣା। ବାହାରୁ ଆସିଥିବା ସମସ୍ତ ନେତାଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବା ପାଇଁ ନିର୍ଦେଶ । ନଚେତ କାର‌୍ୟ୍ୟାନୁଷ୍ଠାନ। ଲାଟେଷ୍ଟ ଟେକ୍ନୋଲୋଜି ଇଭିଏମ ହେଉଛି ବ୍ୟବହାର। ୨୪୩ ସ୍ଥାନରେ...

ବରଗଡ଼ :  ସରିଛି ବିଜେପୁର ଉପନିର୍ବାଚନ ପ୍ରସ୍ତୁତି। ସରିଛି ପ୍ରଚାର। ଲାଗିଲା କଟକଣା। ବାହାରୁ ଆସିଥିବା ସମସ୍ତ ନେତାଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବା ପାଇଁ ନିର୍ଦେଶ । ନଚେତ କାର‌୍ୟ୍ୟାନୁଷ୍ଠାନ। ଲାଟେଷ୍ଟ ଟେକ୍ନୋଲୋଜି ଇଭିଏମ ହେଉଛି ବ୍ୟବହାର। ୨୪୩ ସ୍ଥାନରେ ୨୮୫ ଟି ବୁଥରେ ହେବ ଭୋଟ ଗ୍ରହଣ। ୨ ଲକ୍ଷ ୩୨ ହଜାର ୨୬୪ ଜଣ ମତଦାତା କରିବେ ମତ ସାବ୍ୟସ୍ତ। ୧ ଲକ୍ଷ ୨୦ ହଜାର ୧୩୫ ପୁରୁଷ ୧ ଲକ୍ଷ ୨ ହଜାର ୧୧୪ ମହିଳା ଭୋଟ ଦେବେ ବିଜେପୁରରେ। ୧୨୯ ବୁଥ ରହିଛି ଉତ୍ତେଜନା ପ୍ରବଣ, ୬ ଟି ବୁଥ ଅତି ସମ୍ବେଦନଶୀଳ ଓ ନକ୍ସଲ ପ୍ରବଣ ବୁଥ, ୩୨ ଜଣ ଗ୍ଦରମଗ୍ଧସକ୍ଟଦ୍ଭ କ୍ଟଲଲସମରକ୍ସ, ନିଯୁକ୍ତ ହୋଇଛନ୍ତି, ୧୦ ଜଣ ଟେକନିକାଲ ଅଫିସର ନିଯୁକ୍ତ ହୋଇଛନ୍ତି, ୨୮ ବୁଥର ହେବଙ୍ଗରଭ ମବଗ୍ଦଗ୍ଧସଦ୍ଭଶ,୧୪ ବୁଥ ରେ ଲାଗିଛି ସିସିଟିଭି, ୧୬ ବୁଥ ର ହେବ ଭିଡ଼ିଓଗ୍ରାଫିଙ୍ଗ, ଦିବ୍ୟଙ୍ଗ ଭୋଟର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଘରୁ ବୁଥ୍କୁ ଆଣିବା ପାଇଁ ହୋଇଛି ବହନ ବ୍ୟବସ୍ଥା।୫୭୦ ସ୍ବେଛାସେବୀ ମୁତୟନ।

Spread the love
Categories
ପଲିଟିକ୍ସ

RELATED BY