ଭୁବନେଶ୍ୱର: ଆଜି ଏକ ପାର୍ସଲ ଟ୍ରେନ୍ ସାହାଯ୍ୟରେ ଭୁବନେଶ୍ୱରରୁ ବିଜୟନଗରମ କୁ ଔଷଧ ଯାଇଥିବା ଜଣାପଡିଛି । ଏଥିରେ ମୋଟ ଓଜନ ୪୮୦ କିଲୋଗ୍ରାମ୍ ଓଜନର ମାଲ ଲୋଡ୍ କରାଯାଇଛି। ଭୁବନେଶ୍ୱର ରେଳଷ୍ଟସନରେ ୪୧ଟି ମେଡିସିନ୍ କାର୍ଟୁନ୍ ଲୋଡିଂ କରାଯାଇଥିବା ଜଣାଯାଇଛି |

Prev Post