ବରଗଡ଼ SDCC ବ୍ୟାଙ୍କରେ ନକଲି ଚେକ

ବରଗଡ଼ : ବରଗଡ଼ SDCC ବ୍ୟାଙ୍କର ଗୋଟିଏ ନମ୍ବର ର ଦୁଇଟି ଚେକ ଗୋଟିଏ ଅସଲି ଅନ୍ୟଟି ନକଲି।ନକଲି ଚେକ ରେ ଉଠିଲା ଟଙ୍କା । ବ୍ୟାଙ୍କ ବାଲା ମଧ୍ୟ ନକଲି ଚେକ କୁ ଚିନ୍ହି ନପାରି , ନକଲି ଚେକ ରେ ୬ ଲକ୍ଷ ୮୨ ହଜାର ଟଙ୍କା ଦେଇଦେଲେ ଚୋରକୁ । ଅନ୍ୟପଟେ ଝଊଉଉ ବ୍ୟାଙ୍କ ନିଜ ଚେକ କୁ କିପରି ଚିନ୍ହି ନ ପାରି କ୍ଲିୟର କରି ଟଙ୍କା ଦେବାକୁ ଅନୁମତି ଦେଲେ ? ଏତେ ବଡ଼ ଅଙ୍କର ଅର୍ଥକୁ ବିନା ପାନ ନମ୍ବର ଓ ବିନା ଯାଞ୍ଚରେ କିପରି ଦିଆଗଲା ସେନେଇ ଉଠିଛି ପ୍ରଶ୍ନ । ବ୍ୟାଙ୍କ କର୍ମଚାରୀ ଙ୍କ ସମ୍ପୃକ୍ତି ସନ୍ଦେହ ।

ଘଟଣା ଟି ଗତ ୨୭ ତାରିଖ ଦିନ ବରଗଡ଼ ଏଲହାବଦ ବ୍ୟାଙ୍କ ରୁ ଭଟଲି ଥାନା ନିବାସୀ ଅପରାଜିତା ମିଶ୍ରଙ୍କ ଝଊଉଉ ବ୍ୟାଙ୍କ ର ଏକାଉଣ୍ଟ ରୁ ନବୀନ କୁମ୍ଭାର ନାମକ ଜଣେ ଯୁବକ ଚଞ୍ଚକତା ର ସହିତ ନକଲି ଚେକ ମାଧ୍ୟମରେ ୬ ଲକ୍ଷ ୮୨ ହଜାର ଟଙ୍କା ଉଠାଇ ନେଇଛନ୍ତି ।