ବଡ ଆଖଡା ମଠ ଉଚ୍ଛେଦକୁ ସାମୟିକ ଭାବେ ସ୍ଥଗିତ ରଖିଲା ପ୍ରଶାସନ

ପୁରୀ: ବଡ ଆଖଡା ମଠ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିଲା ପ୍ରଶାସନ । ଉଚ୍ଛେଦକୁ ଅଖିଳ ଭାରତୀୟ ସାଧୁସନ୍ଥ ସମିତି ପକ୍ଷରୁ ଜୋରଦାର ପ୍ରତିବାଦ ହେବାରୁ ଆଜି ପାଇଁ ବନ୍ଦ ରହିଲା ଉଚ୍ଛେଦ ପ୍ରକ୍ରିୟା । ତେବେ...

ପୁରୀ: ବଡ ଆଖଡା ମଠ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିଲା ପ୍ରଶାସନ । ଉଚ୍ଛେଦକୁ ଅଖିଳ ଭାରତୀୟ ସାଧୁସନ୍ଥ ସମିତି ପକ୍ଷରୁ ଜୋରଦାର ପ୍ରତିବାଦ ହେବାରୁ ଆଜି ପାଇଁ ବନ୍ଦ ରହିଲା ଉଚ୍ଛେଦ ପ୍ରକ୍ରିୟା । ତେବେ ଉଚ୍ଛେଦକୁ ନେଇ ସାଧୁସନ୍ଥ ସମିତି ଓ ଜିଲ୍ଲାପାଳଙ୍କ ମଧ୍ୟରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା । 

Spread the love
Categories
ଓଡିଶାବଡ ଖବର

RELATED BY