୨୦ଜଣ ଭାରତୀୟ ସୈନିକଙ୍କ ତାଲିକା ପ୍ରକାଶ

ନୂଆଦିଲ୍ଲୀ: ସୋମବାର ରାତିରେ ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍‌ୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷ କରି ସହିଦ ହୋଇଥିବା ୨୦ଜଣ ଭାରତୀୟ ସୈନିକଙ୍କ ନାମ ଆଜି ଭାରତୀୟ ସେନାବାହିନୀ ପ୍ରକାଶ କରିଛି। ନିମ୍ନରେ ସହିଦମାନଙ୍କ ନାମ ଓ ସେମାନଙ୍କ ବାସସ୍ଥାନର  ତାଲିକା ପ୍ରକାଶ କରାଗଲା।

-କର୍ଣ୍ଣେଲ୍ ବି ସନ୍ତୋଷ ବାବୁ – ହାଇଦ୍ରାବାଦ୍

-ନାଏବ ସୁବେଦାର ନୁଦୁରାମ ସୋରେନ୍- ମୟୁରଭଞ୍ଚ, ଓଡ଼ିଶା

-ସବ୍ ସୁବେଦାର୍ ମନଦୀପ ସିଂହ- ପଟିଆଲା

-ନାଏବ ସୁବେଦାର୍ ଶତନାମ ସିଂହ- ଗୁରୁଦାସପୁର

-ହାବିଲଦାର କେ ପଲାନି-ମଦୁରାଇ

-ହାବିଲଦାର ସୁନୀଲ କୁମାର -ପାଟନା

-ହାବିଲଦାର ବିପୁଳ ରାୟ-ମିରଟସିଟି

-ନାଏକ ଦୀପକ କୁମାର- ରେୱା

-ସିପାହୀ ରାଜେଶ ଓରଙ୍ଗ- ବୀରଗମ୍

-ସିପାହୀ କୁନ୍ଦନ କୁମାର ଓଝା- ସାହିବଗଞ୍ଜ

-ସିପାହୀ ଗଣେଶ ରାମ- କନକର୍

-ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ- କନ୍ଧମାଳ, ଓଡ଼ିଶା

-ସିପାହୀ ଅଙ୍କୁଶ- ହମିରପୁର

-ସିପାହୀ ଗୁରବିନ୍ଦର- ସଙ୍ଗରୁର୍

-ସିପାହୀ ଗୁରତେଜ ସିଂହ- ମନସା

-ସିପାହୀ ଚନ୍ଦନ କୁମାର- ଭୋଜପୁର

-ସିପାହୀ କୁନ୍ଦନ କୁମାର- ସହର୍ସା

-ସିପାହୀ ଅମନ କୁମାର- ସମସ୍ତିପୁର

-ସିପାହୀ ଜୟ କିଶୋର ସିଂହ- ବୈଶାଳୀ

-ସିପାହୀ ଗ‌େଣେଶ ହାଁସଦା- ପୂର୍ବ ସିଂଘଭୂମ୍