ଭୁବନେଶ୍ୱର : ରାଜ୍ୟରେ ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୫୩୫ରେ ପହଁଚିଛି ।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରୁ ୪୫୭, କଟକରୁ ୨୦୨, ପୁରୀରୁ ୧୮୫, ଅନୁଗୋଳରୁ ୧୮୨, କେନ୍ଦ୍ରାପଡାରୁ ୧୫୦, ନୂଆପଡାରୁ ୧୪୨, ସୁନ୍ଦରଗଡରୁ ୧୦୬, ବାଲେଶ୍ୱରରୁ ୯୪, ଯାଜପୁରରୁ ୯୧, କଳାହାଣ୍ଡିରୁ ୭୮, ବଲାଙ୍ଗୀରରୁ ୭୪, ବରଗଡରୁ ୭୩, କେନ୍ଦୁଝରରୁ ୭୨, ସମ୍ବଲପୁରରୁ ୭୨, ମୟୂରଭଞ୍ଜରୁ ୬୮, ମାଲକାନଗିରିରୁ ୬୭ ଜଣ ସୁସ୍ଥ ହୋଇଛନ୍ତି ।
73 from Bargarh
72 from Keonjhar
72 from Sambalpur
68 from Mayurbhanj
67 from Malkangiri
65 from Jagatsinghpur
62 from Nabarangpur
59 from Sonepur
56 from Jharsuguda
55 from Nayagarh
54 from Rayagada
51 from Koraput
43 from Kandhamal
33 from Bhadrak
31 from Ganjam— H & FW Dept Odisha (@HFWOdisha) October 15, 2020
ସେହିପରି ଜଗତସିଂହପୁରରୁ ୬୫, ନବରଙ୍ଗପୁରରୁ ୬୨, ସୋନପୁରରୁ ୫୯, ଝାରସୁଗୁଡାରୁ ୫୬, ନୟାଗଡରୁ ୫୫, ରାୟଗଡାରୁ ୫୪, କୋରାପୁଟରୁ ୫୧, କନ୍ଧମାଳରୁ ୪୩, ଭଦ୍ରକରୁ ୩୩, ଗଞ୍ଜାମରୁ ୩୧, ଢେଙ୍କାନାଳରୁ ୨୭, ବୌଦ୍ଧରୁ ୨୧ ଓ ଦେବଗଡରୁ ୧୮ଜଣ ଆରୋଗ୍ୟ ଲାଭ କରିଛନ୍ତି ।