ଦୁଇ ଗୁଣା ଲାଭ କରିଛି ନାଲକୋ 

ଭୁବନେଶ୍ୱର  : ରାଷ୍ଟ୍ରାୟତ କମ୍ପାନି ନାଲକୋର ଲାଭ  ଦ୍ବିଗୁଣିତ।ଗତ ବର୍ଷ     ତୁଳନାରେ  ନାଲକୋ   ଦୁଇ ଗୁଣା ଲାଭ କରିଛି। ୨୦୧୭-୧୮ ଅାର୍ଥିକ ବର୍ଷରେ ନାଲକୋ  ୧୩୪୨  କୋଟି  ଟଙ୍କା ଲାଭ କରିଛି।   ଚଳିତ ବର୍ଷ ନାଲକୋ ଦେଶର ତୃତୀୟ ସର୍ବାଧିକ ବୈଦେଶିକ ମୁଦ୍ରା  ଅର୍ଜନ କାରୀ  ଲୋକ ଉଦ୍ୟୋଗ ଭାବେ ମାନ୍ୟତା ହାସଲ କରିଛି। ୨୦୧୯  ଅାର୍ଥିକ ବର୍ଷର   ଦ୍ବିତୀୟ   ତ୍ରୀମାସିକ ମାସିକ  ଶେ​‌ଷ  ସୁଦ୍ଦା  ୧ ନିୟୁତ ଟନ ଅାଲୁମିନା ରିଫାଇନାରୀର କାମର ଅାରମ୍ଭ,  ତୃତୀୟ ଓ୍ବାୟାରଡ ମିଲ ପ୍ରତିଷ୍ଠା,  କଶ୍ଟିକ ସୋଡା  ଫ୍ଲାଣ୍ଟ ଓ  ସିଟି ପିଚ  ପ୍ଲାଣ୍ଟ    ଅାଦି ଅନ୍ତର୍ଭୁକ୍ତ ରହିଛି।।   ସିଏସଅାର କାର୍ଯ୍ୟକ୍ରମୁ  ବ୍ୟାପକ  କରାଯିବାକୁ ଯୋଜନା କରିଛି ରାଷ୍ଟ୍ରାୟତ କମ୍ପାନି ନାଲ​କୋ।   ଚଳିତ ବଷଁ ସିଏସଅାର ଫଣ୍ଠରୁ ନାଲକେ ଅନୁଗୋଳ​‌େ​‌   ସୁପର ସ୍ପୋସାଲିଷ୍ଟ ଚକ୍ଷୁ ଚିକିତ୍ସାଳୟ,  ପୁରୀରେ    ମଲଟି ଷ୍ଟୋରେଡ କାର ପାରକିଙ୍ଗ ବ୍ୟବସ୍ଥା   ହାତକୁ ନେଇଛି।ଏହା ସହ ପୁରୀରେ   ୪୨ କୋଟି   ଟଙ୍କା ବ୍ୟୟରେ   ଅତିଥି ଭବନ ନିର୍ମାଣ କରିବାକୁ ଯୋଜନା କରିଛି।   ବେଟି ବଚାଓ ବେଟୀ ପଢାଓ  ଯୋଜନା​‌ରେ ନାଲ​‌କୋ ଅାରମ୍ଭ  କରିଥିବା ନାଲକୋ  ଲାଡଲି ଯୋଜନାରେ  ୩୫୦୦ ଜଣ  ଛାତ୍ରୀଙ୍କୁ  ମାଗଣାରେ   ଶିକ୍ଷା  ବ୍ୟବସ୍ଥା ସାଙ୍ଗକୁ  କୁଶଳି କରିବାକୁ ଯୋଜନା କରିଛି।