ଲୋକସଭା ନିର୍ବାଚନ; ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ବିଜେଡି ଆଜି ପୁଣି ବାକିଥିବା ଲୋକସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଯେଉଁ ଛଅଟି ଆସନର ପ୍ରାର୍ଥୀ ଘୋଷଣା ହୋଇଛି ସେମାନେ ହେଲେ..

ପୁରୀ- ଅରୂପ ପଟ୍ଟନାୟକ

କନ୍ଧମାଳ- ଅଚ୍ୟୁତ ସାମନ୍ତ

କଟକ- ସନ୍ତୃପ୍ତ ମିଶ୍ର

ଢେଙ୍କାନାଳ- ଅବିନାଶ ସାମଲ

ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ

ଯାଜପୁର- ଶର୍ମିଷ୍ଠା ସେଠୀ

Lok Sabha elections; BJD announced the list of candidates for the second phase