ଆଇପିଏଲ ଖେଳିବେ ରିଷଭ ପନ୍ତ

ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟ୍ ଫ୍ୟାନଙ୍କ ପାଇଁ ଖୁସି ଖବର । ଆଇପିଏଲ୍‌ ୨୦୨୪ ପାଇଁ ୱିକେଟ୍ କିପର ତଥା ବ୍ୟାଟର ରିଷଭ ପନ୍ତଙ୍କୁ ଫିଟ୍ ଘୋଷଣା କଲା ବିସିସିଆଇ । ତାଙ୍କୁ ଫିଟନେସ ସାର୍ଟିଫିକେଟ ମିଳିଛି । ସେ ଆଗାମୀ ଆଇପିଏଲରେ ଖେଳି ପାରିବେ ।

ରିଷଭ ପନ୍ତଙ୍କୁ ଫିଟନେସ ସାର୍ଟିଫିକେଟ ଦେଇଛି ବିସିସିଆଇ । ଆଉ ଏବେ ଆଇପିଏଲ୍‌ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକତ୍ୱ କରିବେ ।

BCCI officially declares Rishabh Pant 'fit as wicketkeeper-batter' for IPL 2024