ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଳିଙ୍କୁ ମିଳିଲା ନୂଆ ଦାୟୀତ୍ୱ । ଅରବିନ୍ଦଙ୍କୁ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ପଦରେ ନ୍ୟିୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନୂତନ ନିଯୁକ୍ତି ପୂର୍ବରୁ ବିହନ ନିଗମ ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ଯୋଗେନ୍ଦ୍ର ତ୍ରୀପାଠୀ ଇସ୍ତଫା ଦେଇଥିଲେ