କାମଚଳା ବାଚସ୍ପତି ହେଲେ ଅମର ପ୍ରସାଦ ଶତପଥୀ


ଭୁବନେଶ୍ୱର: ବିଜୁ ଜନତା ଦଳର ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବୁଧବାର ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦିଆଯାଇଛି। ଅମର ପ୍ରସାଦ ଶତପଥୀ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ।