ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟ ଲାଭ କରିଛନ୍ତି। ସେ ଷଷ୍ଠ ଥର ପାଇଁ ଏହି ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱି ଅମର ନାୟକଙ୍କୁ ସେ ୧୩୯୧ ଭୋଟରେ ପରାସ୍ତ କରିଛନ୍ତି।

Next Post