ପାକିସ୍ତାନରେ ଗୀତ ଗାଇ ଫସିଲେ ମିକା ସିଂହ

ହାଇଦ୍ରାବାଦ: ବଲିଉଡ ସିଙ୍ଗର ମିକା ସିଂହଙ୍କୁ ବ୍ୟାନ କରିଛି AICWA(All india cine workers association) । ପାକିସ୍ତାନ କରାଚିରେ ପରଭେଜ ମୁସାରଫଙ୍କ ସମ୍ପର୍କୀୟଙ୍କ ବିବାହରେ ଗୀତ ଗାଇ ଫସିଛନ୍ତି ମିକା । ଦେଶର ଏପରି ସମ୍ବେଦନଶୀଳ ସମୟରେ କେଉଁ...

ହାଇଦ୍ରାବାଦ: ବଲିଉଡ ସିଙ୍ଗର ମିକା ସିଂହଙ୍କୁ ବ୍ୟାନ କରିଛି AICWA(All india cine workers association) । ପାକିସ୍ତାନ କରାଚିରେ ପରଭେଜ ମୁସାରଫଙ୍କ ସମ୍ପର୍କୀୟଙ୍କ ବିବାହରେ ଗୀତ ଗାଇ ଫସିଛନ୍ତି ମିକା । ଦେଶର ଏପରି ସମ୍ବେଦନଶୀଳ ସମୟରେ କେଉଁ ପରିସ୍ଥିତିରେ ମିକା ପଡୋଶୀ ଶତ୍ରୁ ରାଷ୍ଟ୍ରରେ ଯାଇ ଗୀତ ଗାଇଲେ ସେ ନେଇ ହଇଚଇ ସୃଷ୍ଟି ହୋଇଛି । ଯାହାକୁ ନେଇ ପରେ ମିକାଙ୍କ ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଥିଲେ ।

ଗତ ସପ୍ତାହରେ ଆର୍ଟିକିଲ-୩୭୦ର ପୁର୍ନଗଠନ କରାଗଲା ଫଳରେ ବର୍ତ୍ତମାନ ପାକିସ୍ତାନ ମୁଣ୍ଡରେ ଚଡକ ପଡିଛି । ନିଜ ଜାଲରେ ଫସିବାରେ ବ୍ୟସ୍ତ ଏବେ ପାକିସ୍ତାନ । ମିକା ଏଭଳି ପରିସ୍ଥିତିରେ ପାକିସ୍ତାନରେ ଗୀତ ଗାଇବା ସୋସିଆଲ ମିଡିଆ ୟୁଜର୍ସଙ୍କୁ ନିରାଶ କରିଛି । ତେଣୁ AICWA ଏକ ଅଫିସିଆଲ ଷ୍ଟେଟମେଣ୍ଟ ଜାରି କରି ମିକାଙ୍କୁ ବ୍ୟାନ କରିଛି ।


AICWA କହିବା ମୁତାବକ, ବଲିଉଡର କୌଣସି ନିର୍ଦ୍ଦେଶକଙ୍କ ସହ ମିକା କାମ କରିପାରିବେ ନାହିଁ । ମିକା ନିଜ ଦେଶର ଗର୍ବ ଗୌରବକୁ ଖାତିର କରୁନାହାଁନ୍ତି ବୋଲି ମଧ୍ୟ ସଂଗଠନ କହିଛି । ବର୍ତ୍ତମାନ ସୂଚନା ଓ ପ୍ରସାରଣ ବିଭାଗକୁ ମଧ୍ୟ ଏହି ମାମଲାର ବିଚାର କରିବାକୁ କହିଛି ସଂଗଠନ ।

Spread the love
Categories
ମନୋରଞ୍ଜନ

RELATED BY

  • ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ ହେଲେ ପ୍ରୀତି

    ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍’ ରବିବାର ଶେଷ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ପ୍ରୀତି ଭଟ୍ଟାଚାର୍ଯ୍ୟ ବିଜୟୀ ହୋଇଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ବିଜୟୀ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କାର...
  • ସଲମାନ ଖାନଙ୍କୁ ହତ୍ୟା ଧମକ

    ମୁମ୍ବାଇ:ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଛି । ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଧମକ ଦିଆଯାଇଛି । ଏହି ପୋଷ୍ଟ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।...
  • “ଡ୍ୟାନ୍ସ ଦିୱାନେ-୨”ର ବିଜୟ ମୁକୁଟ ପିନ୍ଧିଲେ ବିଶାଲ

    ମୁମ୍ବାଇ: ଟେଲିଭିଜନର ପପୁଲାର ଡ୍ୟାନ୍ସ ରିଆଲିଟି ଶୋ ‘ ଡ୍ୟାନ୍ସ ଦିୱାନେ-୨ର ଫିନାଲେ ସରିଛି । ଶୋ ‘ରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି ସଲମାନ ଖାନ୍ । ଜାମସେଦପୁରର ବିଶାଲ ସୋନକର ହୋଇଛନ୍ତି ୨ୟ ସିଜିନର ବିଜେତା ।...
  • ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ପରଲୋକ

    ହାଇଦ୍ରାବାଦ:  ପପୁଲାର ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷରେ ମୃତ୍ୟୁ ହୋଇଛି । ୧୫୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିସାରିଥିବେ ବେଣୁ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସୂଚନାଯୋଗ୍ୟ, କିଡନି ଟ୍ରାନ୍ସପ୍ଲାଣ୍ଟ...