ପିସିସିର ନୂଆ ଟିମ : ଟିମ ନିରଞ୍ଜନରେ ୧୪ ଉପସଭାପତି,୨୪ ସାଧାରଣ ସଂପାଦକ,୯୯ ସଂପାଦକ

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟିର ନୂଆ କମିଟି ଘୋଷିତ ହୋଇଛି । ପିସିସି ସଭାପତି ଭାବେ ଦାୟୀତ୍ବ ନେବା ପରେ ପ୍ରଥମ କରି ଘୋଷଣା ହୋଇଛି  ଟିମ ନିରଞ୍ଜନ । ନୂଆ ଟିମରେ ୧୪ ଉପସଭାପତି,୨୪ ସାଧାରଣ ସଂପାଦକ,୯୯ ସଂପାଦକ,ଜଣେ କୋଷାଧ୍ୟକ୍ଷଙ୍କ ସହ ୧୩ ମନୋନିତ ସଦସ୍ୟ ଅଛନ୍ତି । ଦଳର ଶୃଙ୍ଖଳା କମିଟି,ଇସ୍ତାହାର କମିଟି, ନିର୍ବାଚନ କମିଟି ,ପର୍ରଚାର କମିଟି,ମଧ୍ୟ ଘୋଷଣା କରାଯାଇଛି ।

ଓଡ଼ିଶା ପ୍ରଦେଶ କମିଟିର ନୂଆ ଟିମ୍‌

ନୂଆ ଟିମ୍‌ ଗଠନ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

୧୪ ଉପସଭାପତି, ଜଣେ କୋଷାଧ୍ୟକ୍ଷ, ୨୪ ଜଣ ସାଧାରଣ ସଂପାଦକ, ୯୯ ଜଣ ସଂପାଦକ

କାର୍ଯ୍ୟନିର୍ବାହୀ କମିଟିରେ ୨୭ ଜଣ ସଦସ୍ୟ, ୧୩ ଜଣ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ଶୃଂଖଳାଗତ କମିଟିରେ ୭ ଜଣ ସଦସ୍ୟ

ନିର୍ବାଚନ କମିଟିରେ ୨୧ ଜଣ ସଦସ୍ୟ, କୋର କମିଟିରେ ୪୨ ଜଣ ସଦସ୍ୟ

ମିଡିଆ ଓ ଯୋଗାଯୋଗ ପାଇଁ ଜଣେ ରହିଲେ ଅଧ୍ୟକ୍ଷ

ଉପସଭାପତି- ଅନନ୍ତ ସେଠୀ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ବିଜୟଲକ୍ଷ୍ମୀ ସାହୁ, ସଦନ ନାୟକ, ଗଣେଶ୍ବର ବେହେରା ସନ୍ତୋଷ ସିଂହ ସାଲୁଜା, ଅମର ପ୍ରଧାନ, ସସ୍ମିତା ବେହେରା

କୋଷାଧ୍ୟକ୍ଷ- କିଶୋର ଚନ୍ଦ୍ର ପଟେଲ

ସାଧାରଣ ସଂପାଦକ- ସଞ୍ଜିବ ଗିରି, ବିଶ୍ବଜିତ୍‌ ଦାଶ, ବିଶ୍ବଭୂଷଣ ଦାସ, ଆଲୋକ ମିଶ୍ର, ଉମା ବଲ୍ଲଭ ରଥ

ସଂପାଦକ- ଅନିରୁଦ୍ଧ ପ୍ରଧାନ, ମନୋଜ ବିଶ୍ବାଳ, ଦିଲ୍ଲୀପ ମହାନ୍ତି

କାର୍ଯ୍ୟନିର୍ବାହୀ କମିଟିରେ ନିରଞ୍ଜନ ପଟ୍ଟନାୟକ, କିଶୋର ପଟେଲ ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ବାଳ, ନବ ଦାସ, ପ୍ରଦୀପ ମାଝୀ ମନୋଜ ମହାପାତ୍ର, ନରେନ ପଲାଇ, ବଟକୃଷ୍ଣ ତ୍ରିପାଠୀ

ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟରେ ପ୍ରସାଦ ହରିଚନ୍ଦନ, ହେମାନନ୍ଦ ବିଶ୍ବାଳ କାହ୍ନୁ ଲେଙ୍କା, ଶରତ ପଟ୍ଟନାୟକ, କେପି ସିଂହଦେଓ ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ଭକ୍ତ ଦାସ, ରଞ୍ଜୀବ ବିଶ୍ବାଳ

ଶୃଂଖଳାଗତ କମିଟିରେ ହେମାନନ୍ଦ ବିଶ୍ବାଳ, ଅନନ୍ତ ସେଠୀ

ମିଡିଆ ଓ ଯୋଗାଯୋଗର ଅଧ୍ୟକ୍ଷ ହେଲେ ସତ୍ୟ ପ୍ରକାଶ ନାୟକ