ଟିସାର୍ଟ ଖୋଲିଦେଲେ ଏମିତି କାହିଁକି କେଲେ ପୁନମ, ଦେଖନ୍ତୁ ଭିଡିଓ

ମୁମ୍ବାଇ : ଟି ସାର୍ଟ ଖୋଲିଦେଲେ । କେବଳ ଟି ସାର୍ଟ ଖୋଲିଲେନି, ନିଜର ସମ୍ବେଦନଶୀଳ ଅଙ୍ଗ ଦେଖାଇ ଏମିତି ଅଶୀଳ କାମ କଲେ ଯେ, ଯେ କେହି ଦେଖିବ ଉଦ୍ଦେଜିତ ହେବ । ହଁ ଆପଣ ଠିକ ବୁଝିଲେଣି ଆମେ କହୁଛି  ଇନଷ୍ଟ୍ରାଗ୍ରାମ କୁଇନ ପୁନମ ପାଣ୍ଡେଙ୍କ କଥା ।

View this post on Instagram

What’s up?

A post shared by Poonam Pandey (@ipoonampandey) on

ନିଜର ବୋଲ୍ଡ ଅନ୍ଦାଜ ଲାଗି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ପୁନମ ଏବେ ସବୁ ହରକତକୁ ଟପିଯାଇଛନ୍ତି । ନିଜେ ପିନ୍ଧିଥିବା ଟି ସାର୍ଟ ଟେକି ଦେଇ ଏମିତି ପୋଜ ଦେଇଛନ୍ତି ଯେ, ଯେକେହି ଟିକେ ଅଟକି ଯିବ । ସେ ନିକଟରେ ଏକ ଏପରି ଭିଡିଓ ସେୟାର କରିଛନ୍ତି ଯାହା ଦେଖିବା ପରେ ସମସ୍ତଙ୍କ ହୋସ୍ ଉଡ଼ିଯାଇଛି। ଏବେ ସେ ନିଜ ଫ୍ୟାନଙ୍କ ନିଦ ହଜାଇବା ପାଇଁ ଏକ ନୂଆ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

View this post on Instagram

I like my tongue.

A post shared by Poonam Pandey (@ipoonampandey) on

ଏହି ଭିଡିଓରେ ପୁନମ୍ ପାଣ୍ଡେ ପୁଣି ଥରେ ଇନଷ୍ଟାଗ୍ରାମରେ ହଟ୍ ଅବତାରରେ ଦେଖାଯାଇଛନ୍ତି।

ସେ ଏହି ଭିଡିଓ ସେୟାର କରି ଲେଖିଛନ୍ତି ‘ହ୍ବାଟସ୍ ଅପ୍?’ ​ସେହିପରି ଆଉ ଏକ ଭିଡିଓ ସେୟାର କରି ପୁନମ୍ ଲେଖିଛନ୍ତି ‘ଆଇ ଲାଇକ୍ ମାଇ ଟଙ୍ଗ୍’।