ଅପସରାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ…

ଗୋଆ : ଚର୍ଚ୍ଚାରେ ଥିବା ବଲିଉଡ୍‌ ଅଭିନେତ୍ରୀ ଅପସରା ରାଣୀଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଯେଉଁ ଭିଡିଓକୁ ଶ୍ରେୟା ବାନାର୍ଜୀ ନିଜ ଇଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି। ଗୋଆରେ ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ସହ ଅପସରା ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ।

ବର୍ତ୍ତମାନ ଏହି ଭିଡିଓଟିକୁ ୩ ହଜାର ୟୁଜର ଦେଖି ସାରିଲେଣି। ଗତ ମାସ ତଳେ ଅପସରାଙ୍କୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଥିଲା।