ମା’ ପରେ ଲେଖିକା ସାଜିଲେ ଈଶା

ମୁମ୍ବାଇ: ଅଭିନେତ୍ରୀ ଈଶା ଦେଓଲ ବିବାହ ପରେ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି । ସେ ଦୁଇ ସନ୍ତାନଙ୍କ ମା’ ମଧ୍ୟ। ହେଲେ ବର୍ତମାନ ସେ ଲେଖିବା କ୍ଷେତ୍ରରେ ପଦାର୍ପଣ କରିଛନ୍ତି । ସେ ନିଜର ପ୍ରଥମ ବହି ‘ଅମ୍ମା ମିୟା’ ସହ ଲେଖିକା ରୂପେ ଭାଗ୍ୟ ପରୀକ୍ଷା କରିଛନ୍ତି ।

 

View this post on Instagram

 

My baby sis just wrote her own book for new mothers and their babies! So proud @imeshadeol “Becoming a new mother can be an exciting yet overwhelming time. No matter how prepared you are, there will always be many confusing moments, opinions and a whole lot of drama! And just like any other new mom, Esha Deol Takhtani was faced with many such questions soon after the birth of her two daughters-Radhya and Miraya. One day, when one of her baby girls was throwing a tantrum, Esha decided to come up with a plan, one that would ensure her child eats right and is happy in the process! And thus began her adventures in motherhood. With the help of her cook, nurse and some of the best paediatricians in Mumbai, she set off on a journey to document her experiences in motherhood in the hope that it would help other mothers too. Packed with advice, tips, stories and easy and delicious recipes for toddlers, Amma Mia reflects the personal journey of one woman’s transformation into a mother. Informative and easy to follow, this book will help new mothers navigate the ups and downs of raising a healthy toddler and make their child fall in love with food.”

A post shared by Abhay Deol (@abhaydeol) on

ଏହି ଅବସରରେ ତାଙ୍କ କଜନ ତଥା ଅଭିନେତା ଅକ୍ଷୟ ଦେଓଲ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଈଶାଙ୍କ ବହିର ସୂଚନା ଦେଇଛନ୍ତି । ‘ଅମ୍ମା ମିୟା’ର କଭର ପେଜ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ତୁମ ଉପରେ ମୁଁ ଗର୍ବିତ। ମା’ ହେବାର ଏ ଯେଉଁ ସମୟ ରୋମାଂଚକ ହେବା ସହ ଖୁବ୍ ଦୁର୍ବଳଭରା ହୋଇଥାଏ। ଆପଣ ଯେତେ ବି ପ୍ରସ୍ତୁତ କରିନିଅନ୍ତୁ ନା କାହିଁକି ହେଲେ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ରାଧ୍ୟା ଓ ମିରାୟାଙ୍କ ଜନ୍ମ ପରେ ଈଶା ମଧ୍ୟ ଏହି ପ୍ରଶ୍ନର ସମ୍ମାନ କରିଛନ୍ତି।’

ପ୍ରକାଶ ଥାଉକି ଈଶାଙ୍କ ଏହି ବହିରେ ମା’ ହେବାକୁ ଯାଉଥିବା ମହିଳାଙ୍କ ପାଇଁ ଅନେକ ପରାର୍ମଶ,ଟିପ୍ସ ଏବଂ କାହାଣୀ ଲେଖାଯାଇଛି । ଏହାସହ ଶିଶୁଙ୍କ ପାଇଁ ସହଜ ଏବଂ ସ୍ବାଦିଷ୍ଟ ରେସିପି ମଧ୍ୟ ଦେଖିବାକୁ ମିଳୁଛି । ଅମ୍ମା ମିୟାରେ ଜଣେ ମହିଳାଙ୍କ ମା’ ହେବାର ପୁରା ଯାତ୍ରାକୁ ପର୍ଯ୍ୟବେସିତ କରାଯାଇଛି।