ଭୁବନେଶ୍ୱର: ରାଜ୍ୟରେ ଆଉ ୮ ଜୀବନ ନେଲା କରୋନା। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨୨ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Regret to inform the demise of Eight #COVID19 positive patients while under treatment in hospitals.
1. A 60-year old male of Balasore district who was also suffering from Diabetes, Hypertension, Chronic Kidney Disease (stage-V), Ischemic Heart Disease.
— H & FW Dept Odisha (@HFWOdisha) September 3, 2020
ରାଜ୍ୟରେ କରୋନାରେ ୮ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଅଛନ୍ତି। ଏହାବ୍ୟତୀତୀ କଟକରୁ ୨ ଜଣ, ଖୋର୍ଦ୍ଧାରୁ ଜଣେ, କନ୍ଧମାଳରୁ ଜଣେ ଓ ବାଲେଶ୍ୱର ଜିଲ୍ଲାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।