୬୫ତମ ଫିଲ୍ମ ଫେୟାର ଆୱାର୍ଡ ୨୦୨୦: ନୋମିନେସନ୍ ତାଲିକାରେ କେଉଁ ଫିଲ୍ମ ବାଜିମାରିଲା ଜାଣନ୍ତୁ….

ମୁମ୍ବାଇ: ୬୫ତମ ଫିଲ୍ମଫେୟର ଆୱାର୍ଡ୍ସ ୨୦୨୦ ଏଥର ଆସାମରେ ଆୟୋଜିତ ହେବାକୁ ଯାଉଛି । ଏହି ଫିଲ୍ମଫେୟାର ପୁରସ୍କାର ପ୍ରସାରଣ ଏଥର କାର‌୍ୟ୍ୟକ୍ରମର ପରଦିନ ତଥା ଆସନ୍ତା ୧୫ ତାରିଖରେ କରାଯିବ । ଆୱାର୍ଡ୍ସ ସେରେମନୀ ପୂର୍ବରୁ ପୁରସ୍କାରର ନୋମିନେସନ ତାଲିକା ଜାରି କରିଦିଆଯାଇଛି । ଏଥର ଫିଲ୍ମଫେୟାରର ମୁଖ୍ୟ ଆୱାର୍ଡ୍ସ ନୋମିନେସନ ୧୯ ଶ୍ରେଣୀରେ ନୋମିନେଟ କରାଯାଇଛି । ଆସନ୍ତୁ ଜାଣିବା…

ବେଷ୍ଟ ଅରିଜନଲ ଷ୍ଟୋରି
୧. ନିର୍ମାତା ଅନୁଭବ ସିହ୍ନା ଓ ଗୌରବ ସୋଲଙ୍କୀଙ୍କ ଫିଲ୍ମ ‘ଆର୍ଟିକଲ ୧୫’
୨. ନିର୍ଦ୍ଦେଶିତ ନିତେଶ ତିୱାରୀ, ପିୟୁଷ ଗୁପ୍ତା ଓ ନିଖିଲ ମେହରୋତ୍ରାଙ୍କ ଫିଲ୍ମ ‘ଛିଛୋରେ’
୩. ଜୋୟା ଅଖତର, ରିମା କାଗତୀଙ୍କ ଫିଲ୍ମ ‘ଗଲି ବୟ’
୪. ନିର୍ଦ୍ଦେଶକ ୱାସନ ବାଲାଙ୍କ ଫିଲ୍ମ ‘ମର୍ଦ କୋ ଦର୍ଦ ନହିଂ ହୋତା’
୫. ଜଗନ ଶକ୍ତିଙ୍କ ସୁପରହିଟ୍ ଫିଲ୍ମ ‘ମିଶନ ମଙ୍ଗଲ’
୬. ଅଭିଷେକ ଚୌବେ ଓ ସୁଦୀପ ଶର୍ମାଙ୍କ ଫିଲ୍ମ ‘ସୋନ ଚିରିୟାଂ’

ବେଷ୍ଟ ସ୍କ୍ରିନପ୍ଲେ
୧. ଆର୍ଟିକଲ ୧୫
୨.ଗଲି ବୟ
୩. ମିଶନ ମଙ୍ଗଲ
୪. ଷାଣ୍ଢ କି ଆଖଁ
୫. ସେକ୍ସନ ୩୭୫
୬. ସୋନ ଚିରିୟାଂ

ବେଷ୍ଟ ଡାଇଲଗ୍‌
୧. ଆର୍ଟିକଲ ୧୫
୨. ବାଲା
୩. ଛିଛୋରେ
୪. ଗଲି ବୟ
୫. ସୋନ ଚିରିୟାଂ
୬. ସୁପର ୩୦

ବେଷ୍ଟ ଡେବ୍ୟୁ ଡାଇରେକ୍ଟର
୧. ଆଦିତ୍ୟ ଧରଙ୍କ ଫିଲ୍ମ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ
୨. ଜଗନ ଶକ୍ତିଙ୍କ ଫିଲ୍ମ ମିଶନ ମଙ୍ଗଲ
୩. ରାଜ ସାଣ୍ଡିଲ୍ୟଙ୍କ ଫିଲ୍ମ ଡ୍ରିମ ଗାର୍ଲ
୪. ରାଜ ମେହତାଙ୍କ ଫିଲ୍ମ ଗୁଡନ୍ୟୁଜ
୫. ଗୋପି ପୁଥରାନଙ୍କ ଫିଲ୍ମ ମର୍ଦାନୀ ୨
୬. ତୁଷାର ହୀରନନ୍ଦାନୀଙ୍କ ଫିଲ୍ମ ଷାଣ୍ଢ କି ଆଖଁ

ବେଷ୍ଟ ଡେବ୍ୟୁ (ଫିମେଲ)
୧. ଅନନ୍ୟା ପାଣ୍ଡେ-ଷ୍ଟୁଡେଂଟ ଅଫ ଦ ଇୟର ୨
୨. ପ୍ରନୂତନ ବହଲ-ନୋଟବୁକ
୩. ତାରା ସୁତାରିୟା-ଷ୍ଟୁଟେଣ୍ଟ ଅଫ ଦ ଇୟର ୨
୪. ସାଇ ମାଞ୍ଜରେକର- ଦବଙ୍ଗ ୩
୫. ଶରମୀନ ସହଗଲ- ମଲାଲ
୬. ଶିଭାଲିକା ଓବରାୟ- ୟେ ସାଲି ଆଶିକି

ବେଷ୍ଟ ଡେବ୍ୟୁ(ମେଲ)
୧. ଅଭିମନ୍ୟୁ ଦସାନୀ- ମର୍ଦ କୋ ଦର୍ଦ ନହିଂ ହୋତା
୨. ମିଜାନ ଜାଫରୀ-ମଲାଲ
୩. ସିଦ୍ଧାନ୍ତ ଚତୁର୍ବେଦୀ- ଗଲି ବୟ
୪. ବର୍ଦ୍ଧନ ପୁରୀ- ୟେ ସାଲି ଆଶିକି
୫. ବିଶାଲ ଜେଠୱା- ମର୍ଦାନୀ ୨
୬. ଜହୀର ଇକବାଲ-ନୋଟବୁକ

ବେଷ୍ଟ ଲିରିକ୍ସ
୧. ଅମିତାଭ ଭଟ୍ଟଚାର୍ଯ୍ୟ- କଲଙ୍କ ନେହିଂ(କଲଙ୍କ)
୨. ଡିଭାଇନ ଓ ଅଙ୍କୁର ତିୱାରୀ – ଅପନା ଟାଇମ ଆଏଗା(ଗଲି ବୟ)
୩. ଇରଶାଦ କାମିଲ- ବେଖ୍ୟାଲୀ(କବୀର ସିଂ)
୪. ମନୋଜ ମନ୍ତଶିର- ତେରୀ ମିଟ୍ଟି(କେସରୀ)
୫. ମିଥୁନ-ତୁଝେ କିତନା ଚାହନେ ଲଗେ ହମ(କବୀର ସିଂ)
୬. ତାନିଷ୍କ ବାଗଚି- ୱୋ ମାହି(କେସରୀ)

ବେଷ୍ଟ ଫିଲ୍ମ(କ୍ରିଟିକ୍ସ)
୧.ଆର୍ଟିକଲ ୧୫
୨. ମର୍ଦ କୋ ଦର୍ଦ ନେହି ହୋତା
୩. ଫଟୋଗ୍ରାଫ-ରିତେଶ ବତ୍ରା
୪. ସୋନ ଚିରିୟାଂ- ଅଭିଷେକ ଚୌବେ
୫. ଦ ସ୍କାଇ ଇଜ ପିଙ୍କ- ସୋନାଲି ବୋସ

ବେଷ୍ଟ ଫିଲ୍ମ
୧. ଛିଛୋରେ
୨. ଗଲି ବୟ
୩. ମିଶନ ମଙ୍ଗଲ
୪.ଉରି: ଦ ସର୍ଜିକାଲ ଷ୍ଟ୍ରାଇକ
୫. ୱାର