୫ଟି ସଚିବ ଓ ଉନ୍ନୟନ କମିଶନରଙ୍କ ପୁରୀର କୋଭିଡ ହସ୍ପିଟାଲ ପରିଦର୍ଶନ

ପୁରୀ: ଆଜି ପୁରୀରେ ଥିବା କୋଭିଡ ହସ୍ପିଟାଲର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ଓ ଉନ୍ନୟନ କମିଶନର । ତେବେ ଉଭୟ ହସ୍ପିଟାଲ ପରିଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

5t secretary and development commissioner visited puri covid hospital 5t secretary and development commissioner visited puri covid hospital