ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୫୭୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୧୬ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୬୧ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
Covid-19 Report For 8th July
New Positive Cases: 577
In Quarantine: 416
Local Contacts: 161(Details of local contacts will be shared by concerned Dist Administration)
District Wise Cases
1. Angul: 7
2. Balasore: 30
3. Bhadrak: 2
4. Boudh: 5
5. Cuttack: 14
6. Dhenkanal: 4— I & PR Department, Odisha (@IPR_Odisha) July 9, 2020
ଆଜି ୨୨ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାରୁ ୨୬୦, ଅନୁଗୁଳ ଜିଲ୍ଲାରୁ ୭, ବାଲେଶ୍ୱର ଜିଲ୍ଲାରୁ ୩୦, ଭଦ୍ରକ ଜିଲ୍ଲାରୁ ୨, ବୌଦ୍ଧ ଜିଲ୍ଲାରୁ ୫ , କଟକ ଜିଲ୍ଲାରୁ ୧୪, ଢେଙ୍କାନାଳ ଜିଲ୍ଲାରୁ ୪ , ଗଜପତି ଜିଲ୍ଲାରୁ ୧୭, ଜଗତସିଂହପୁର ଜିଲ୍ଲାରୁ ୭ , ଯାଜପୁର ଜିଲ୍ଲାରୁ ୯, ଝାରସୁଗୁଡ଼ା ଜିଲ୍ଲାରୁ ୧ , କନ୍ଧମାଳ ଜିଲ୍ଲାରୁ ୧ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ , କେନ୍ଦୁଝର ଜିଲ୍ଲାରୁ ୪୮,ଖୋର୍ଦ୍ଧା ଜିଲ୍ଲାରୁ ୫୬ , କୋରାପୁଟ ଜିଲ୍ଲାରୁ ୬ , ମାଲକାନଗିରି ଜିଲ୍ଲାରୁ ୧ ମୟୁରଭଞ୍ଜ ଜିଲ୍ଲାରୁ ୧୪ , ନୟାଗଡ଼ ଜିଲ୍ଲାରୁ ୧ , ପୁରୀ ଜିଲ୍ଲାରୁ ୫ , ସମ୍ବଲପୁର ଜିଲ୍ଲାରୁ ୩ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୮୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
7. Gajapati: 17
8. Ganjam: 260
9. Jagatsinghpur: 7
10. Jajpur: 9
11. Jharsuguda: 1
12. Kandhamal: 1
13. Kendrapada: 3
14. Keonjhar: 48
15. Khorda: 56
16. Koraput: 6
17. Malkangiri: 1
18. Mayurbhanj: 14
19. Nayagarh: 1
20. Puri: 5
21. Sambalpur: 3
22. Sundargarh: 83— I & PR Department, Odisha (@IPR_Odisha) July 9, 2020
ଏବେ ରାଜ୍ୟରେ ମୋଟ୍ ୭୦୦୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୨୮ ରହିଛି।