ଟିକା ନେବା ପରେ କେମିତି ହେଉଛି କରୋନା ସଂକ୍ରମଣ, କାରଣ ଖୋଜିବ ଟେକନିକାଲ କମିଟି

ଟିକା କେତେ ଫଳପ୍ରଦ ଆରମ୍ଭ ହେଲା ତର୍ଜମା

ଭୁବନେଶ୍ଵର   :  ଡବଲ ଡୋଜ୍ ଭାକ୍ସିନ ନେଇଥିଲେ ବି କିଛି ଲୋକ କରୋନା ସଂକ୍ରମିତ ହେଉଛନ୍ତି । ତାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହା ଉପରେ ପରୀକ୍ଷା ନିରୀକ୍ଷା କରିବାକୁ ସରକାର ଟକେ୍ନିକାଲ କମିଟି ଗଠନ କରିଛନ୍ତି । ଆଇଏଲସ୍ ନିର୍ଦ୍ଦଶେକ ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ୮ଜଣିଆ କମିଟି ଆଜିଠାରୁ ତା’ର ର୍ତଜମା ଆରମ୍ଭ କରିଛି । ଏହି କମିଟି ବିଶଷେକରି ୪ଟି ଦିଗ ଉପରେ କାର୍ଯ୍ୟ କରିବେ । ୧- ରାଜ୍ୟରେ କତେେ ଲୋକଙ୍କୁ ଦୁଇ ଡୋଜ୍ ଭ୍ୟାକ୍ସିନ ନବୋ ପରେ ସଂକ୍ରମଣ ହୋଇଛି । ୨- ଦୁଇ ଡୋଜ ନବୋର କତେେ ଦିନ ପରେ ସମୋନଙ୍କୁ ସଂକ୍ରମଣ ହୋଇଛି । ୩- ଯଦି ସଂକ୍ରମଣ ହୋଇଛି ତବେେ ସିଭିୟରିଟି କତେେ ଥିଲା । ୪- ଯଦି ସିଭିୟରିଟି ଥିଲା ଡଥେ୍ ହୋଇଛି, ତବେେ ତାଙ୍କ ଭିତରେ କିଛି ଅଲଗା ରୋଗ ଥିଲା ନା’ ଏହା ସମ୍ପୂର୍ଣ୍ଣ କୋଭିଡ୍ ଡଥେ୍ । ଏହା ଉପରେ କମିଟି ଡାଟା ପ୍ରସ୍ତୁତ କରି ର୍ତଜମା କରୁଛନ୍ତି । ତବେେ ଏଥି ପାଇଁ କିଛି ସମୟ ଲାଗବ । ସଥେିପାଇଁ ଡବଲ ଡୋଜ୍ ଭାକ୍ସିନ ନବୋ ପରେ ମଧ୍ୟ ସମସ୍ତେ କୋଭିଡ୍ ନିୟମ ପାଳନ କରିବାକୁ ପରାର୍ମଶ ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦଶେକ ବିଜୟ ମହାପାତ୍ର ।

ଓଡ଼ିଶାରେ ଟିକା ନବୋ ପରେ କତେେ ଲୋକଙ୍କର ମୃତ୍ୟୁ ହୋଇଛି ତା’ର ର୍ତଜମା କରାଯାଉଛି । ଦରକାର ପଡ଼ିଲେ ଅନ୍ୟ ଏକ୍ସର୍ପଟମାନଙ୍କ ସହାୟତା ନିଆଯିବ ବୋଲି ସୂଚନା ଦେଇଛନ୍ତି ILS ନିର୍ଦ୍ଦଶେକ ଅଜୟ ପରିଡ଼ା। ତବେେ ICMR ଡାଟା ଅନୁଯାୟୀ ଦଶେରେ ଟିକାର ପ୍ରଥମ ଡୋଜ୍ ନେଇ ୦.୦୪ ପ୍ରତିଶତ ଏବଂ ଦ୍ବିତୀୟ ଡୋଜ୍ ନେଇ ୦.୦୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି ।

ଏହାରି ଭିତରେ ଭଲ ଖବର ହେଉଛି ଯେ, ଭାକ୍ସିନସେନ ପରେ ୭୫ ପ୍ରତିଶତ ଲୋକଙ୍କୁ ମଡେିକାଲ ଯିବାକୁ ପଡ଼ୁନାହିଁ । ସହେିଭଳି ଦଶେରେ ଏବେ ୨୮ଟି ଲ୍ୟାବରେ ୪୦ହଜାର ସାମ୍ପଲର ଜିନମ ସିକ୍ୟୁଏନ୍ସିଂ କରାଯାଇଛି। ବିହାର, ଛତିଶଗଡ଼, ଓଡ଼ିଶା ଓ ଝାଡ଼ଖଣ୍ଡର ସାମ୍ପଲକୁ ନେଇ ILSରେ ଜିନମ ସିକ୍ୟୁଏନ୍ସିଂ ହେଉଥିବା ବଳେେ ଦଶେରେ ଏଯାଏଁ ୬ଟି କସେରେ ଡଲେଟା ପ୍ଲସ ଭାଇରସ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ILS ନିର୍ଦ୍ଦଶେକ ।